Prime Minister congratulates Mr. Péter Magyar on election victory in Hungary
April 13th, 11:40 am
PM Modi extended his heartiest congratulations to Mr. Péter Magyar and the Tisza Party on their resounding election victory in Hungary. He remarked that India and Hungary are bound by a deep-rooted friendship, shared values and enduring mutual respect. The PM also said he looks forward to working closely with Mr. Magyar to further strengthen bilateral cooperation.ଭାରତ ସମେତ ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍କ୍ଷେପଣକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
June 25th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍କ୍ଷେପଣକୁ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ ଭାରତୀୟ ମହାକାଶଚାରୀ, ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ଯିବାରେ ସେ ପ୍ରଥମ ଭାରତୀୟ ହେବେ ।ହଙ୍ଗେରୀ ସଂସଦୀୟ ର୍ନିବାଚନରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 04th, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀରେ ସଂସଦୀୟ ର୍ନିବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ
March 09th, 08:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀ ମହାମହିମ ଭିକ୍ଟର ଅର୍ବାନଙ୍କ ସହିତ ଫୋନରେ କଥା ହୋଇଛନ୍ତି ।