Prime Minister pays homage to former Prime Minister, Shri Atal Bihari Vajpayee on his Punya Tithi

August 16th, 09:02 am

Prime Minister Shri Narendra Modi today paid homage to former Prime Minister, Shri Atal Bihari Vajpayee on his Punya Tithi, remembering him as an extraordinary statesman blessed with remarkable vision who dedicated his life to the service of our nation.

ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 15th, 06:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଅବସରରେ ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ଜାତୀୟ ଉତ୍ସବ ଆମ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବିଶ୍ୱସନୀୟ ସାହସ, ଅକ୍ଳାନ୍ତ ସଂଘର୍ଷ ଏବଂ ମାତୃଭୂମି ପ୍ରତି ଅତୁଳନୀୟ ସମର୍ପଣର ଏକ ମର୍ମସ୍ପର୍ଶୀ ସ୍ମୃତି ଭାବେ କାର୍ଯ୍ୟ କରିଥାଏ, ଯାହା ଔପନିବେଶିକ ଶାସନର ଅନ୍ତକୁ ସୁନିଶ୍ଚିତ କରିଥିଲା।

Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges

August 13th, 07:37 am

PM Modi shared a Sanskrit verse, highlighting the power of determination, perseverance and courage in overcoming life's challenges and turning adverse circumstances into favourable ones. The verse notes that through continuous effort and unwavering resolve, one moves forward and ultimately achieves success.

Prime Minister shares a Sanskrit Subhashitam, highlighting the power of winning hearts through vision, thoughts, words, and actions

August 12th, 08:10 am

PM Modi shared a Sanskrit Subhashitam highlighting how vision, thoughts, words and actions can win people's hearts and earn their trust, respect and goodwill. He also highlighted the sensitivity, spirit of service and capabilities of India's youth, calling them the country's greatest strength.

PM Modi shares a Sanskrit Subhashitam highlighting the eight essential qualities that enhance a person’s life and character

August 11th, 08:11 am

PM Modi shared a Sanskrit Subhashitam highlighting eight qualities that brighten a person's life and build character, including wisdom, good conduct, self-control, knowledge, courage, skillful speech, generosity and gratitude.

Chief Minister of Uttar Pradesh meets the Prime Minister

August 08th, 08:53 pm

Chief Minister of Uttar Pradesh, Shri Yogi Adityanath met the Prime Minister, Shri Narendra Modi, today.

Prime Minister condoles loss of lives in a mishap in Chamba, Himachal Pradesh

August 08th, 11:52 am

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. My thoughts are with the families who have lost their loved ones. May those injured recover at the earliest, Shri Modi stated.

ପ୍ରଧାନମନ୍ତ୍ରୀ ସଂସ୍କୃତ 'ସୁଭାଶିତମ୍ ’କୁ ସେୟାର କରି ପୃଥିବୀକୁ ସମସ୍ତ ଜୀବନର ପୋଷଣକାରୀ ମାତା ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି

August 06th, 11:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ମାନବଜାତି ପୃଥିବୀ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ବଞ୍ଚିପାରିବ, କାରଣ ପୃଥିବୀ ହେଉଛି ସମସ୍ତ ଜୀବନର ପୋଷଣକାରୀ ମାତା ଏବଂ ଏହାକୁ ବଜାୟ ରଖୁଥିବା ନୈତିକ ବ୍ୟବସ୍ଥାକୁ ସମ୍ମାନ ଦିଆଯିବା ଉଚିତ।

ଶ୍ରୀ ଡି. ୱାଇ. ପାଟିଲ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

August 04th, 03:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିକ୍ଷାବିତ୍ ତଥା ପରୋପକାରୀ ଶ୍ରୀ ଡି. ୱାଇ. ପାଟିଲ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଡି. ୱାଇ. ପାଟିଲଜୀ ସର୍ବଦା ଅନ୍ୟମାନଙ୍କ, ବିଶେଷ କରି ଗରିବଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥିଲେ।

ଭାରତର ଯୁବପିଢ଼ିଙ୍କ ପ୍ରୟାସ ଏବଂ ସମର୍ପଣକୁ ପ୍ରଶଂସା କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

August 04th, 11:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଯୁବକମାନଙ୍କ ପ୍ରୟାସ ଏବଂ ସମର୍ପଣକୁ ପ୍ରଶଂସା କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –

Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary

August 02nd, 08:38 pm

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଯଶ ବୀର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 01st, 08:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଯଶ ବୀର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 01st, 08:48 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଜାଭେଲିନ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 01st, 08:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫୭ କେଜି ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଡେକାଥ୍ଲୋନରେ ବ୍ରୋଞ୍ଜ ପଦକ ଜିତିଥିବାରୁ ତେଜସ୍ୱିନ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

August 01st, 08:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଡେକାଥ୍ଲନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ତେଜସ୍ୱିନ୍ ଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Prime Minister congratulates Seema on winning Bronze in Women’s Discus Throw at Commonwealth Games 2026

July 31st, 02:33 pm

The Prime Minister, Shri Narendra Modi, has congratulated Seema on winning the Bronze medal in the Women’s Discus Throw event at the Glasgow Commonwealth Games 2026.

Prime Minister Narendra Modi congratulates Lovepreet Singh on winning Silver in Men’s +110 kg event at Commonwealth Games 2026

July 31st, 02:32 pm

The Prime Minister, Shri Narendra Modi, has congratulated Lovepreet Singh on winning the Silver medal in the Men’s +110 kg weightlifting event at the Glasgow Commonwealth Games 2026.

Prime Minister pays tribute to Munshi Premchand on his birth anniversary

July 31st, 01:48 pm

The Prime Minister, Shri Narendra Modi, paid tributes to renowned litterateur Munshi Premchand on his birth anniversary.

Prime Minister expresses grief over loss of lives due to building collapse in Thane

July 31st, 01:08 pm

The Prime Minister, Shri Narendra Modi has expressed deep grief over the loss of lives due to the collapse of a building in Thane, Maharashtra.

Chief Minister of Chhattisgarh meets Prime Minister

July 31st, 01:06 pm

Chief Minister of Chhattisgarh, Shri Vishnu Deo Sai met Prime Minister, Shri Narendra Modi in New Delhi today.