ବେଲଜିୟମର ରାଜା ଫିଲିପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
March 27th, 08:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲଜିୟମର ରାଜା ଫିଲିପଙ୍କ ସହ ଆଲୋଚନା କରିଛନ୍ତି । ନିକଟରେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କ ନେତୃତ୍ୱରେ ଭାରତ ଆସିଥିବା ବେଲଜିୟମ ଇକୋନୋମିକ୍ ମିସନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା, ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହିତ କରିବା,ନବାଚାର ଓ ସ୍ଥିରତା ଦିଗରେ ସହଭାଗିତାକୁ ଅଗେଇନେବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ
March 04th, 05:49 pm
ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରାଜକୁମାୀ ଆଷ୍ଟ୍ରିଡ ୨୦୨୫ ମାର୍ଚ୍ଚ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବେଲଜିଆନ ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଭାରତ ଆସିଛନ୍ତି ।