ଏସିଆନ୍ ପାରା ଗେମ୍ସ ୨୦୨୨ ରେ ସଟପୁଟ୍‌ ଏଫ୍ -୫୬/୫୭ ବର୍ଗ ଇଭେଣ୍ଟରେ ହୋତୋଜେ ଦେନା ହୋକାଟୋ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 25th, 07:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ସଟ୍ପୁଟ ଏଫ୍ -୫୬/୫୭ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହୋତୋଜେ ଦେନା ହୋକାଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।