ପସୁମ୍ପୋନ ମୁଥୁରାମଲିଙ୍ଗା ଥେୱରଙ୍କୁ ତାଙ୍କ ଗୁରୁ ପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 30th, 12:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରମପୂଜ୍ୟ ପସୁମ୍ପୋନ ମୁଥୁରାମଲିଙ୍ଗା ଥେୱରଙ୍କୁ ତାଙ୍କର ଗୁରୁ ପୂଜାର ପବିତ୍ର ଅବସରରେ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ନାନାଜୀ ଦେଶମୁଖଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 11th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ନାନାଜୀ ଦେଶମୁଖ ଦୂରଦର୍ଶୀ ସମାଜ ସଂସ୍କାରକ, ରାଷ୍ଟ୍ର ନିର୍ମାତା ଏବଂ ଆତ୍ମନିର୍ଭରତା ଏବଂ ଗ୍ରାମୀଣ ସଶକ୍ତିକରଣର ଆଜୀବନ ସମର୍ଥକ ରହିଥିଲେ । ସେ କହିଛନ୍ତି, ନାନାଜୀ ଦେଶମୁଖଙ୍କ ଜୀବନ ସମର୍ପଣ, ଅନୁଶାସନ ଏବଂ ସମାଜ ସେବାର ପ୍ରତୀକ ଥିଲା ।ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
October 11th, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ଅନ୍ତରାତ୍ମାର ନିର୍ଭୀକ ସ୍ୱର ଏବଂ ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ନିରନ୍ତର ଚାମ୍ପିଅନ ଭାବେ ବର୍ଣ୍ଣନା କରିଥିଲେ ।ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
October 02nd, 07:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ଜୟନ୍ତୀ ତଥା ଜାତିର ପିତାଙ୍କ ଜନ୍ମ ବାର୍ଷିକୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।Prime Minister pays tributes to all people who took part in Quit India Movement
August 09th, 08:44 am
The Prime Minister, Shri Narendra Modi today paid tributes with deep gratitude to all brave people who took part in the Quit India Movement under the inspiring leadership of Mahatma Gandhi.ଶ୍ରୀ ଶିବୁ ସୋରେନ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସାର ଗଙ୍ଗାରାମ ହସପିଟାଲ ଗଲେ ପ୍ରଧାନମନ୍ତ୍ରୀ
August 04th, 02:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶିବୁ ସୋରେନ୍ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାର ଗଙ୍ଗାରାମ ହସପିଟାଲରେ ପହଞ୍ଚିଥିଲେ ।ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 27th, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ ।ଥିରୁ କେ. କାମରାଜଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 15th, 10:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁ କେ. କାମରାଜଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଥିରୁ କାମରାଜଙ୍କ ମହାନ ଆଦର୍ଶ ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ ବୋଲି ସେ କହିଛନ୍ତି ।ହିରୋସ୍ ଏକର ସ୍ମାରକୀରେ ନାମିବିୟାର ପ୍ରତିଷ୍ଠାତା ପିତା ଏବଂ ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 09th, 07:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିରୋସ୍ ଏକର ସ୍ମାରକୀରେ ନାମିବିୟାର ପ୍ରତିଷ୍ଠାତା ପିତା ଏବଂ ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସାନ ମାର୍ଟିନ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 06th, 12:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ଜାତିର ପିତା ଜେନେରାଲ ଜୋସେ ଡି ସାନ ମାର୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆର୍ଜେଣ୍ଟିନାକୁ ତାଙ୍କର ସରକାରୀ ଗସ୍ତ ଆରମ୍ଭ କରିଥିଲେ ।ଏନ୍. ଟି. ରାମା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
May 28th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏନ୍. ଟି. ରାମା ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମାଜ ସେବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରୟାସ ଯୋଗୁଁ ସେ ବ୍ୟାପକ ଭାବରେ ଉଚ୍ଚ ପ୍ରଶଂସିତ।ବୀର ସାଭରକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
May 28th, 09:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୀର ସାଭରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅଦମ୍ୟ ସାହସ ଏବଂ ସଂଘର୍ଷର ଗାଥାକୁ ଚିର କୃତଜ୍ଞ ଦେଶ କେବେ ଭୁଲି ପାରିବ ନାହିଁ । ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ଏକ ବିକଶିତ ଭାରତ ନିର୍ମାଣରେ ପଥ ପ୍ରଦର୍ଶର୍କ ହୋଇ ରହିଥିବ ।”ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
May 27th, 09:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ବାସବ ଜୟନ୍ତୀରେ ଜଗଦଗୁରୁ ବାସବେଶ୍ୱରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
April 30th, 09:33 am
ବାସବ ଜୟନ୍ତୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଗଦଗୁରୁ ବାସବେଶ୍ୱରଙ୍କ ପାରଙ୍ଗତ ଜ୍ଞାନ ଏବଂ ଦିବ୍ୟ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
April 13th, 09:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲିଆନାୱାଲା ବାଗର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ପିଢ଼ି ସର୍ବଦା ସେମାନଙ୍କର ଅଦମ୍ୟ ସାହସକୁ ସ୍ମରଣ ରଖିବ।Prime Minister pays homage to participants of Dandi March
March 12th, 09:01 am
Prime Minister, Shri Narendra Modi today paid homage to all those who participated in the historic Dandi March, a defining chapter in India’s freedom struggle. Shri Modi stated that led by Mahatma Gandhi, this March ignited a nationwide movement for self-reliance and independence. “The courage, sacrifice and unwavering commitment to truth and non-violence of all those who took part in the Dandi March continues to inspire generations”, Shri Modi added.Prime Minister pays homage to Chhatrapati Shivaji Maharaj on his Jayanti
February 19th, 09:36 am
The Prime Minister, Shri Narendra Modi has paid homage to Chhatrapati Shivaji Maharaj on his Jayanti.୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ସାହସୀ ବୀରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
February 14th, 08:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ସାହସୀ ବୀର ମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।Prime Minister pays homage to Mahatma Gandhi at Rajghat
January 30th, 02:48 pm
The Prime Minister, Shri Narendra Modi today paid homage to Mahatma Gandhi on his death anniversary at Rajghat.ବାଲାସାହେବ ଠାକରେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
January 23rd, 08:55 am
ଆଜି ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ କଲ୍ୟାଣ ତଥା ମହାରାଷ୍ଟ୍ରର ବିକାଶ ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ଶ୍ରୀ ଠାକରେଙ୍କୁ ଲୋକମାନେ ସମ୍ମାନ ଦେବା ସହ ସ୍ମରଣ ମଧ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।