ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକ୍ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଉଦ୍ଘାଟନରେ ମହାରାଷ୍ଟ୍ରର ଏନ୍ଡିଏ ସରକାରଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
June 05th, 06:18 pm
ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକ୍ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଭବ୍ୟ ଉଦ୍ଘାଟନ ପରେ ଭିତ୍ତଭୂମି ବିକାଶ ଆଧାରିତ ଅଭିବୃଦ୍ଧି ପ୍ରତି ନିଜର ଅଟଳ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଏନ୍ଡିଏ ସରକାରଙ୍କ ପ୍ରଶଂସା କରିଛନ୍ତି ।