PM hails rising visibility of Indian universities on global stage
June 27th, 03:03 pm
The Prime Minister, Shri Narendra Modi has hailed the rising visibility of Indian universities on global stage. He also highlighted the government’s commitment to quality education and providing opportunities for growth and innovation.ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ
July 04th, 05:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେବିନେଟ ବୈଠକ ଉଚ୍ଚଶିକ୍ଷା ଆର୍ଥିକ ଏଜେନ୍ସି (ଏନଇଏଫଏ) ର ପୁଞ୍ଜିଗତ ଆଧାର 10,000 କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଏବଂ 2022 ସୁଦ୍ଧା ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଶିକ୍ଷାର ମୌଳିକ ଢାଞ୍ଚାର ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୁରା କରିବା ପାଇଁ 1,00,000 କୋଟି ଟଙ୍କା ଯୋଗାଇବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।