କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟକୁ ହେରାଥ ପୋସଥେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

February 15th, 08:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରୁଥିବା ପବିତ୍ର ପର୍ବ ହେରାଥ ପୋସଥେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ଜୀବନରେ ସୁସ୍ଥତା ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି। ଏହା ସଫଳତାର ନୂତନ ପଥ ଉନ୍ମୁକ୍ତ କରୁ ଏବଂ ପ୍ରତ୍ୟେକ ଘରକୁ ଆନନ୍ଦ ଏବଂ ସନ୍ତୋଷରେ ଭରିଦେଉ ବୋଲି ଶ୍ରୀ ମୋଦୀ କହିଛନ୍ତି।

ହେରାଥ ପୋସ୍ତେ ଅବସରରେ କାଶ୍ମୀର ପଣ୍ଡିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 25th, 06:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେରାଥ ପୋସ୍ତେ ଅବସରରେ କାଶ୍ମୀର ପଣ୍ଡିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।