Prime Minister condoles passing of Smt. Chennamma Ji
July 18th, 09:00 pm
The Prime Minister, Shri Narendra Modi, has expressed deep sorrow over the passing of Smt. Chennamma Ji, wife of former Prime Minister, Shri Deve Gowda Ji. Shri Modi noted that Smt. Chennamma Ji was admired for her humility and passion towards serving society.ଏପ୍ରିଲ ୧୫ରେ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ
April 14th, 10:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଏପ୍ରିଲ ୨୦୨୬ରେ କର୍ଣ୍ଣାଟକ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟା ଜିଲ୍ଲାର ଶ୍ରୀ କ୍ଷେତ୍ର ଆଦିଚୁଞ୍ଚନାଗିରିରେ ଶ୍ରୀ ଗୁରୁ ଭୈରବାଇକିୟା ମନ୍ଦିରକୁ ଉଦଘାଟନ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।Shri HD Deve Gowda Ji meets the Prime Minister
January 29th, 04:25 pm
Shri HD Deve Gowda Ji met with the Prime Minister, Shri Narendra Modi, today. Shri Modi stated that Shri HD Deve Gowda Ji’s insights on key issues are noteworthy and his passion for India’s development is equally admirable.Prime Minister meets former Prime Minister Shri HD Devegowda
July 25th, 08:41 pm
The Prime Minister, Shri Narendra Modi met with former Prime Minister Shri HD Devegowda at 7, Lok Kalyan Marg in New Delhi.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍) ମୁଖ୍ୟ ଏବଂ ଏଚ୍ଡି ରେବାନ୍ନାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
December 21st, 12:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍) ମୁଖ୍ୟ ଏଚ୍ଡି କୁମାରସ୍ୱାମୀ ଏବଂ ଏଚ୍ଡି ରେବାନ୍ନାଙ୍କୁ ଭେଟିଛନ୍ତି ।