Prime Minister attends exhibition in Hazira, Gujarat
June 05th, 10:08 pm
PM Modi attended an exhibition in Hazira, Gujarat, showcasing India’s growing defence manufacturing capabilities under the Make in India initiative. He highlighted the exhibition as a reflection of the country’s efforts to promote indigenization and strengthen self-reliance in the defence sector, reinforcing the vision of Aatmanirbhar Bharat.Prime Minister visits L&T complex at Hazira, Gujarat
June 05th, 08:10 pm
PM Modi visited the Larsen & Toubro (L&T) complex in Hazira, Gujarat, where he witnessed pioneering innovations being developed across multiple sectors. During the visit, he appreciated the company’s significant contribution towards strengthening India’s self-reliance in the defence sector.From waste to wealth: PM Modi showcases Surat’s green development model
June 05th, 04:30 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat
June 05th, 04:16 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 04th, 10:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।ଅହମ୍ମଦାବାଦ ମେଟ୍ରୋ ରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରତ୍ ମେଟ୍ରୋ ରେଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜ
January 18th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆବାସ ଓ ସହରୀକରଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ଅହମ୍ମଦାବାଦ ମେଟ୍ରୋ ଦ୍ୱିତୀୟ ଫ୍ରେଜ୍ ଏବଂ ସୁରତ୍ ମେଟ୍ରୋ ପ୍ରକଳ୍ପର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
January 18th, 10:30 am
ଉତ୍ତରାୟଣ ଆରମ୍ଭରୁ ଆଜି ମୁଁ ଅହମ୍ମଦାବାଦ ଏବଂ ସୁରତକୁ ଅତ୍ୟନ୍ତ ମୂଲ୍ୟବାନ ଉପହାର ଦେଇଛି । ଦେଶର ଦୁଇଟି ବ୍ୟବସାୟିକ କେନ୍ଦ୍ର ଅହମ୍ମଦାବାଦ ଏବଂ ସୁରତ୍ରେ ଯୋଗଯୋଗ କ୍ଷେତ୍ରକୁ ମେଟ୍ରୋ ସେବା ସୁଦୃଢ କରିପାରିବ । ଗତକାଲି କେଓଡିଆକୁ ସଂଯୋଗ କରୁଥିବା ନୂତନ ରେଳପଥ ଏବଂ ନୂଆ ଟ୍ରେନ ଚଳାଚଳର ଆରମ୍ଭ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଆଧୁନିକ ଜନଶତାବ୍ଦୀ ଏକ୍ସପ୍ରେସ ବର୍ତ୍ତମାନ କେଓଡିଆ ପର୍ଯ୍ୟନ୍ତ ଯିବ । ଏହିସବୁର ଶୁଭାରମ୍ଭ ପାଇଁ ମୁଁ ଗୁଜରାତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଉଛି ।ହାଜିରାଠାରେ ରୋ-ପ୍ୟାକ୍ସ ଟର୍ମିନାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 08th, 10:51 am
କୌଣସି ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ବ୍ୟବସାୟ ସୁଗମତା ମଧ୍ୟ ବଢ଼ିଥାଏ ଏବଂ ଏହା ସହିତ ସହାବସ୍ଥାନ ସୁଗମତା ମଧ୍ୟ କିପରି ବଢିଥାଏ, ଏହା ହେଉଛି ତାହାର ଉତ୍ତମ ଉଦାହରଣ । ଏବେ ମୋତେ ଯେଉଁ ଚାରି-ପାଞ୍ଚ ଭାଇ ଭଉଣୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା, ଆଉ ସେ ନିଜର ଅନୁଭବକୁ ଯେଉଁଭଳି ଭାବରେ ପ୍ରକାଶ କରୁଥିଲେ, ସେ ତୀର୍ଥ ଯାତ୍ରାର କଳ୍ପନା ହେଉ, ଯାନବାହାନକୁ କମରୁ ଅତି କମ୍ କ୍ଷତି ପହଂଚୁଥିବା ବିଷୟରେ ଚର୍ଚ୍ଚା ହେଉ, ସେ ସମୟ ବଂଚାଇବା ବିଷୟରେ ଚର୍ଚ୍ଚା ହେଉ, ଚାଷବାସରୁ ଯେଉଁ ଉତ୍ପାଦନ ହେଉଛି ସେ ବିଷୟରେ ହେଉ, ଫସଲ ନଷ୍ଟକୁ କିପରି ବଂଚାଯାଇ ପାରିବ ସେ ସମ୍ପର୍କରେ ହେଉ, ତାଜା ଫଳ, ପନିପରିବା, ସୁରତ ଭଳି ବଜାର ପର୍ଯ୍ୟନ୍ତ ପହଂଚାଇବାରେ ଏତେ ଭଲ ଉପାୟରେ ସମସ୍ତ ସାଥୀମାନେ ଏକ ପ୍ରକାରରେ ଏହାର ଯେତେ ଉପାୟ ଅଛି, ତାହାକୁ ଆମ ସାମ୍ନାରେ ପ୍ରସ୍ତୁତ କଲେ ଏବଂ ଏହା ଯୋଗୁଁ ବ୍ୟବସାୟରେ ଯେଉଁ ସୁବିଧା ବୃଦ୍ଧି ପାଇବ, ବହୁମାତ୍ରାରେ ବେଗ ବଢ଼ିଯିବ, ମୁଁ ବୁଝିପାରୁଛି ଏହା ହେଉଛି ବହୁତ ବଡ଼ ଖୁସିର ବାତାବରଣ । ବ୍ୟବସାୟୀ, କାରବାର କରୁଥିବା ଲୋକ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, କୃଷକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, ପ୍ରତ୍ୟେକଙ୍କୁ ଏହି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ଲାଭ ମିଳିବାକୁ ଯାଉଛି । ଯେତେବେଳେ ନିଜ ମଧ୍ୟରେ ଥିବା ଦୂରତା ହ୍ରାସ ପାଇଥାଏ, ସେତେବେଳେ ମନକୁ ମଧ୍ୟ ବହୁତ ସନ୍ତୋଷ ମିଳିଥାଏ ।ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 08th, 10:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜିରାଠାରେ ରୋ–ପାକ୍ସ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର ହାଜିରା ଏବଂ ଘୋଘା ମଧ୍ୟରେ ରୋ–ପାକ୍ସ ଫେରି ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସୁବିଧାର ହିତାଧିକାରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆଜି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ ପୁନଃ ନାମକରଣ କରାଯାଇଛି ।ପ୍ରଧାନମନ୍ତ୍ରୀ ଆସନ୍ତା 8 ତାରିଖ ଦିନ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କରିବା ସହ ହାଜିରା ଏବଂ ଘୋଗା ମଧ୍ୟରେ ନୌସେବାର କରିବେ ଶୁଭାରମ୍ଭ
November 06th, 03:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଉଦଘାଟନ କରିବା ସହ ଗୁଜରାଟର ହାଜିରା ଓ ଘୋଗା ମଧ୍ୟରେ ରୋ-ପାକ୍ସ ଜଳସେବାର ଶୁଭାରମ୍ଭ କରିବେ । ଆସନ୍ତା 8 ତାରିଖ ଦିନ ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହା ସମ୍ପନ୍ନ ହେବ । ଜଳପଥକୁ ଆର୍ଥିକ ବିକାଶ ସହ ସାମିଲ କରି ଉନ୍ନତି ଘଟାଇବାରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଲକ୍ଷ୍ୟକୁ ଏହା ପୂରଣ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳସେବା ଉପଯୋଗ କରୁଥିବା ସ୍ଥାନୀୟ ଅଧିବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗୁଜରାଟ ଉଦ୍ୟୋଗ ସମ୍ମିଳନୀ-2019 ଲାଗି ଗସ୍ତ କରିବେ ଗୁଜରା
January 16th, 08:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ତିନିଦିନିଆ ଗସ୍ତରେ ଗୁଜରାଟ ଯାଉଛନ୍ତି, ଯେଉଁ ଗସ୍ତ କି ଆସନ୍ତକାଲିଠାରୁ 2019 ଜାନୁଆରୀ 17ରୁ ଆରମ୍ଭ ହେବ । ଏହି ଗସ୍ତ ସମୟରେ ସେ ଗାନ୍ଧୀନଗର, ଅହମ୍ମଦାବାଦ ଓ ହାଜିରା ଗସ୍ତ କରିବେ ।