Ganga Expressway to become new lifeline of Uttar Pradesh’s development: PM Modi in Hardoi
April 29th, 11:35 am
PM Modi inaugurated the 594-km access-controlled Ganga Expressway in Hardoi, calling it a new lifeline for Uttar Pradesh’s development that will boost connectivity, support farmers and create industrial opportunities across multiple districts. He said the expressway will also bring the possibilities of the NCR closer and strengthen the state’s role in the journey towards Viksit Bharat.ଉତ୍ତରପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଦୀର୍ଘ ଆକ୍ସେସ୍ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 29th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ହରଦୋଇରେ ୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଭଗବାନ ନରସିଂହଙ୍କ ପବିତ୍ର ଭୂମି ଏବଂ ମାତ୍ର କିଛି କିଲୋମିଟର ଦୂରରେ ପ୍ରବାହିତ ମା ଗଙ୍ଗାଙ୍କ ଦିବ୍ୟ ଉପସ୍ଥିତିକୁ ପ୍ରଣିପାତ କରି ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଦୃଢ଼ ଭାବରେ କହିଥିଲେ ଯେ ଏ ସମଗ୍ର ଅଞ୍ଚଳ ଗଙ୍ଗାନଦୀର ଆଧ୍ୟାତ୍ମିକ ଏବଂ ପୁଷ୍ଟିକର କୃପାପ୍ରାପ୍ତ ଏକ ତୀର୍ଥସ୍ଥଳ। ଏହି ଏକ୍ସପ୍ରେସୱେ କିଛି ଘଣ୍ଟା ମଧ୍ୟରେ ପବିତ୍ର ସ୍ଥାନକୁ ଯାତ୍ରାକୁ ରୂପାନ୍ତରିତ କରିବ ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ,ଉତ୍ତର ପ୍ରଦେଶକୁ ଏକ୍ସପ୍ରେସୱେ ମଧ୍ୟ ମା ଗଙ୍ଗାଙ୍କ ଆଶୀର୍ବାଦ।PM to visit Uttar Pradesh on 28-29 April
April 26th, 03:46 pm
PM Modi will visit Uttar Pradesh on 28-29 April. During the visit, he will participate in a Mahila Sammelan and also launch various development projects worth around ₹6,350 crore in Varanasi. Later, he will perform darshan and pooja at the Shri Kashi Vishwanath Temple and inaugurate the Ganga Expressway in Hardoi. The expressway will drive holistic economic growth across the state.ହାରଦୋଇ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ ପିଏମଏନଆରଏଫରୁ ସହାୟତା ଘୋଷଣା
November 06th, 05:59 pm
ଉତ୍ତରପ୍ରଦେଶର ହାରଦୋଇ ଠାରେ ଏକ ଭୟାନକ ସଡ଼କ ଦୁର୍ଘଟଣରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟ ଓ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ @PMOIndia ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ବିବୃତିରେ ପୀଡ଼ିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।Double Engine Sarkar is the one for the poor, the farmers and the youth: PM Modi
February 20th, 01:41 pm
Prime Minister Narendra Modi today addressed public meetings in Hardoi and Unnao, Uttar Pradesh. Addressing his first rally in Hardoi, PM Modi appreciated the enthusiasm of the people and highlighted the connection, the people of Hardoi have with the festival of Holi, “I know, this time the people of Hardoi, the people of UP are preparing to play Holi with colours twice.”PM Modi addresses public meetings in Hardoi and Unnao, Uttar Pradesh
February 20th, 01:30 pm
Prime Minister Narendra Modi today addressed public meetings in Hardoi and Unnao, Uttar Pradesh. Addressing his first rally in Hardoi, PM Modi appreciated the enthusiasm of the people and highlighted the connection, the people of Hardoi have with the festival of Holi, “I know, this time the people of Hardoi, the people of UP are preparing to play Holi with colours twice.”Welfare of the people of Uttar Pradesh is our top priority: PM Modi
February 16th, 02:21 pm
PM Narendra Modi addressed a public meeting in Hardoi, Uttar Pradesh. Shri Modi opined that unless Samajwadi party, Bahujan Samaj Party and Congress are removed from Uttar Pradesh, the state would not develop. Shri Modi spoke about Vyapar Kalyan Board and Vishwakarma Shrama Samman Yojana that BJP would implement for the benefit of small entrepreneurs, if voted to power.ଉତ୍ତରପ୍ରଦେଶର ଜନତାଙ୍କ କଲ୍ୟାଣ ଆମର ପ୍ରଥମ ପ୍ରାଥମିକତା :ପ୍ରଧାନମନ୍ତ୍ରୀ ମୋଦୀ
February 16th, 02:20 pm
PM Modi addressed huge public meetings in Hardoi and Barabanki districts of Uttar Pradesh. Shri Modi opined that unless Samajwadi party, Bahujan Samaj Party and Congress are removed from Uttar Pradesh, the state would not develop. Prime Minister Modi said that the BJP was committed to empower the poor. he spoke at length about several government initiatives aimed at transforming lives of people.ସୋସିଆଲ ମିଡିଆ କର୍ଣ୍ଣର 16 ଫେବୃୟାରୀ 2017
February 16th, 02:18 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।