କତାରର ଫାଦର ଆମିର୍ ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

July 12th, 03:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କତାର ରାଜ୍ୟର ଫାଦର ଆମିର୍, ହିଜ୍ ହାଇନେସ୍ ଶେଖ୍ ହମଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଫାଦର ଅମିରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

February 15th, 07:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଦୋହା ଠାରେ ଫାଦର ଅମୀର, ମହାମହିମ ହମାଦ ବିନ୍ ଖଲିଫା ଅଲ୍ ଥାନିଙ୍କୁ ଭେଟିଛନ୍ତି ।