ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ଆଣିବାକୁ ଆମ ସରକାର ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
January 13th, 06:17 pm
ସାଉଦିଆରବର ହଜ୍ ଏବଂ ଉମରା ମନ୍ତ୍ରୀ ତୌଫିକ୍ ବିନ୍ ଫୱଜାନ୍ ଅଲ୍ ରବିୟାଙ୍କ ସହ ହୋଇଥିବା ହଜ୍ ଚୁକ୍ତିନାମା-୨୦୨୫କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ଚୁକ୍ତିନାମା ଭାରତର ହଜ୍ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଏକ ଚମତ୍କାର ଖବର । ‘ଆମ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତମ ତୀର୍ଥଯାତ୍ରା ଅନୁଭବ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ।’