The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28th, 12:00 pm
At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
February 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।ବାର୍ମେରସ୍ଥିତ ପଚପଦ୍ରାଠାରେ ରାଜସ୍ଥାନ ବିଶୋଧନାଗାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 16th, 02:37 pm
ଦୁଇଦିନ ପୂର୍ବରୁ ହିଁ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ-ଅନୁକୋଣରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଗଲା ଆଉ ମକର ସଂକ୍ରାନ୍ତି ପରେ ଗୋଟିଏ ପ୍ରକାରରେ ଉତ୍ସକ୍ରାନ୍ତିର ସଙ୍କେତ ଯୋଡ଼ି ହୋଇଥାଏ । ସଂକ୍ରାନ୍ତି ପରେ ଉନ୍ନତି ହେଉଛି ଅନ୍ତର୍ନିହିତ । ମକର ସଂକ୍ରାନ୍ତିର ପର୍ବ ପରେ ରାଜସ୍ଥାନର ମାଟିରେ ସଂପୂର୍ଣ୍ଣ ହିନ୍ଦୁସ୍ଥାନକୁ ଉର୍ଜାବାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ; ଆଜି ତାହାର କାର୍ଯ୍ୟ ଆରମ୍ଭ ହେଉଛି ।ବାର୍ମେରଠାରେ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟ ଶୁଭାରମ୍ଭ ସହ ଜନସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 16th, 02:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାର୍ମେର ଅଂଚଳର ପାଚପଦ୍ରାଠାରେ ନବନିର୍ମିତ ରାଜସ୍ଥାନ ତୈଳ ବିଶୋଧନାଗାର କାର୍ଯ୍ୟର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହାଇଫାରେ ସହିଦ ହୋଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
January 14th, 10:00 pm
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହାଇଫାରେ ସହିଦ ହୋଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ଦୁଇ ନେତା ତିନ ମୂର୍ତ୍ତି ଛକର ନାମ ପରିବର୍ତ୍ତନ କରି 'ତିନ ମୂର୍ତ୍ତି ହାଇଫା ଛକ' ର ନାମକରଣ ସମାରୋହରେ ଯୋଗଦେଇଥିଲେ ।1918 ରେ ହାଇଫା ମୁକ୍ତି ଯୁଦ୍ଧରେ ସହିଦ ଭାରତୀୟ ଯବାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
September 23rd, 05:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହିଦ ଭାରତୀୟ ଯବାନ, ଯେଉଁ ମାନେକି 1918 ର ହାଇଫା ମୁକ୍ତି ଯୁଦ୍ଧରେ ଆତ୍ମବଳି ଦେଇଥିଲେ ସେମାନଙ୍କୁ ସ୍ମରଣ କରି ଅଭିବାଦନ ଜଣାଇଛନ୍ତି ।PM Modi and Israeli PM Netanyahu visit Indian War Cemetery in Haifa
July 06th, 02:00 pm
PM Modi and Israeli PM Netanyahu visited Indian War Cemetery in Haifa, Israel. The leaders paid homage to the Indian soldiers who sacrificed their lives during World War I to liberate Jerusalem.They also unveiled a plaque commemorating Major Dalpat Singh.Press statement by Prime Minister during his visit to Israel
July 05th, 05:55 pm
India and Israel exchanged seven key agreements to further strengthen the strong ties between both countries. At the press statement, PM Modi said that belief in democratic values and economic progress had been a shared pursuit. Highlighting trade and investment, PM Modi said that it formed the bed-rock of a strong India-Israel partnership.