୨୩ ଜାନୁଆରୀରେ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 22nd, 02:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁଆରୀ ୨୦୦୬ରେ କେରଳ ଗସ୍ତ କରିବେ । ସକାଳ ପ୍ରାୟ ୧୦:୪୫ ସମୟରେ ପ୍ରଧାନମନ୍ତ୍ରୀ ଥିରୁବନନ୍ତପୁରମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।କେରଳର ଗୁରୁଭାୟୁରଠାରେ ଥିବା ଗୁରୁଭାୟୁର ମନ୍ଦିରରେ ଦର୍ଶନ, ପୂଜା କଲେ ପ୍ରଧାନମନ୍ତ୍ରୀ
January 17th, 01:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଗୁରୁଭାୟୁରଠାରେ ଗୁରୁଭାୟୁର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି ।