ପ୍ରକାଶ ପରବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

April 07th, 10:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ପ୍ରକାଶ ପରବ ଅବସରରେ ଆମ ସଭ୍ୟତାର ମହାନ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Gen Z & Gen Alpha will lead India to the goal of a Viksit Bharat: PM Modi

December 26th, 01:30 pm

While addressing the national programme marking ‘Veer Baal Diwas’ in New Delhi, PM Modi stated that the Sahibzades broke the boundaries of age and stage and stood like a rock against the cruel Mughal empire. The PM highlighted that the courage and ideals of Mata Gujri, Shri Guru Gobind Singh Ji, and the four Sahibzades continue to give strength to every Indian. He added that India will demonstrate complete liberation from the colonial mindset by 2035.

PM Modi addresses Veer Baal Diwas programme in New Delhi

December 26th, 01:00 pm

While addressing the national programme marking ‘Veer Baal Diwas’ in New Delhi, PM Modi stated that the Sahibzades broke the boundaries of age and stage and stood like a rock against the cruel Mughal empire. The PM highlighted that the courage and ideals of Mata Gujri, Shri Guru Gobind Singh Ji, and the four Sahibzades continue to give strength to every Indian. He added that India will demonstrate complete liberation from the colonial mindset by 2035.

୨୫ ନଭେମ୍ବରରେ କୁରୁକ୍ଷେତ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

November 24th, 12:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ନଭେମ୍ବରରେ ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିବେ।

ପ୍ରଧାନମନ୍ତ୍ରୀ ନଭେମ୍ବର ୨୫ ତାରିଖରେ ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ

November 24th, 12:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ନଭେମ୍ବରରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ, ଯାହା ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରକୁ ରେଖାଙ୍କିତ କରିବ ।

PM Modi interacts with Rashtriya Bal Puraskar awardees

December 26th, 09:54 pm

PM Modi interacted with the 17 awardees of Rashtriya Bal Puraskar in New Delhi. During the candid interaction, the PM heard the life stories of the children and encouraged them to strive harder in their lives. He congratulated all the youngsters and wished them the very best for their future endeavours.

Our constitution embodies the Gurus’ message of Sarbat da Bhala—the welfare of all: PM Modi

December 26th, 12:05 pm

The Prime Minister, Shri Narendra Modi participated in Veer Baal Diwas today at Bharat Mandapam, New Delhi.Addressing the gathering on the occasion of the 3rd Veer Baal Diwas, he said their Government had started the Veer Baal diwas in memory of the unparalleled bravery and sacrifice of the Sahibzades.

PM Modi participates in Veer Baal Diwas programme in New Delhi

December 26th, 12:00 pm

The Prime Minister, Shri Narendra Modi participated in Veer Baal Diwas today at Bharat Mandapam, New Delhi.Addressing the gathering on the occasion of the 3rd Veer Baal Diwas, he said their Government had started the Veer Baal diwas in memory of the unparalleled bravery and sacrifice of the Sahibzades.

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ପ୍ରକାଶ ପରବ ଅବସରରେ ତାଙ୍କୁ ନମନ କଲେ ପ୍ରଧାନମନ୍ତ୍ରୀ

April 11th, 02:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ତାଙ୍କ ପ୍ରକାଶ ପରବ ଅବସରରେ ନମନ କରିଛନ୍ତି ।

ଲାଲ କିଲା ଠାରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ୪ଠଠତମ ପ୍ରକାଶ ପର୍ବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 22nd, 10:03 am

ମଂଚରେ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହିଳାମାନେ ଏବଂ ଭଦ୍ର ଲୋକମାନେ ଏବଂ ସମଗ୍ର ବିଶ୍ୱ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ।

ଲାଲକିଲ୍ଲାରେ ଆୟୋଜିତ ଶ୍ରୀଗୁରୁ ତେଗବାହାଦୁରଜୀଙ୍କ ୪୦୦ତମ ପ୍ରକାଶପର୍ବ ସମାରୋହରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

April 21st, 09:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଗୁରୁ ତେଗବାହାଦୁରଙ୍କ ଚାରିଶହତମ ପ୍ରକାଶପର୍ବରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀଗୁରୁ ତେଗବାହାଦୁର ଜୀଙ୍କୁ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ବସିଥିବା ପ୍ରାର୍ଥନା ସଭାରେ ୪୦୦ଜଣ ଶିଖ ସଙ୍ଗୀତ ବିଶାରଦ ଶବବ୍ଦ୍-କୀର୍ତ୍ତନ ଗାନ କରିଥିଲେ । ଶିଖ ନେତୃବୃନ୍ଦଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଏକ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରିଥିଲେ ।

ଏପ୍ରିଲ ୨୧ ତାରିଖରେ ଲାଲ କିଲାରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ ୪୦୦ ତମ ପ୍ରକାଶ ପୂରବ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

April 20th, 10:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୨ ରାତ୍ରୀ ପ୍ରାୟ ୯.୧୫ ସମୟରେ ନୂଆଦିଲ୍ଲୀର ଲାଲ କିଲ୍ଲାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ପ୍ରକାଶ ପୁରବ ଉତ୍ସବରେ ଅଂଶଗ୍ରହଣ କରିବେ । ସେ ଏହି ସମାବେଶକୁ ସମ୍ବୋଧିତ କରିବେ ଏବଂ ଏହି ଅବସରରେ ଏକ ସ୍ମାରକ ମୁଦ୍ରା ଏବଂ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।

ସମସ୍ତଙ୍କୁ ଟିକା ନେବାକୁ ପଡିବ ଏବଂ ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ: ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ

April 25th, 11:30 am

ବନ୍ଧୁଗଣ, ବିଗତ ଦିନରେ ଏହି ସଙ୍କଟର ମୁକାବିଲା ପାଇଁ, ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ମୋର ଦୀର୍ଘ ଆଲୋଚନା ହୋଇଛି । ଆମର ଔଷଧ ପ୍ରସ୍ତୁତି ଶିଳ୍ପ ସହ ଜଡ଼ିତ ଲୋକ ହୁଅନ୍ତୁ, ଟିକା ନିର୍ମାତା ହୁଅନ୍ତୁ, ଅମ୍ଳଜାନ ପ୍ରସ୍ତୁତି ସହ ଜଡ଼ିତ ଲୋକ ହୁଅନ୍ତୁ କିମ୍ବା ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ହୁଅନ୍ତୁ, ସେମାନେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଛନ୍ତି । ଏବେ ଆମକୁ ଏହି ସଂଗ୍ରାମରେ ବିଜୟ ଲାଭ କରିବାକୁ ହେଲେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ପରାମର୍ଶକୁ ଅଗ୍ରାଧିକାର ଦେବାକୁ ହେବ । ରାଜ୍ୟ ସରକାରମାନଙ୍କର ପ୍ରଚେଷ୍ଟାକୁ ଆଗକୁ ବଢ଼ାଇବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ନିଜ ଦାୟିତ୍ୱ ନିର୍ବାହ କରିବାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି ।

ଶ୍ରୀ ଗୁରୁ ତେଗ୍ ବାହାଦୂର ଜୀଙ୍କର 400 ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ)କୁ ସ୍ମରଣୀୟ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 08th, 01:31 pm

କମିଟିର ସମସ୍ତ ସମ୍ମାନୀତ ସଦସ୍ୟଗଣ ଏବଂ ସାଥୀଗଣ! ଗୁରୁ ତେଗ୍ ବାହାଦୂର ଜୀଙ୍କର ଚାରିଶହ ପ୍ରକାଶ ପର୍ବର ଏହି ଅବସର ହେଉଛି ମଧ୍ୟ ଏକ ଆଧ୍ୟାତ୍ମିକ ସୌଭାଗ୍ୟ ମଧ୍ୟ ଏବଂ ହେଉଛି ଏକ ଜାତୀୟ କର୍ତ୍ତବ୍ୟ ମଧ୍ୟ । ଏଥିରେ ଆମେ ନିଜର କିଛି ଯୋଗଦାନ କରିପାରିବା, ଏହି ଗୁରୁକୃପା ଆମ ସମସ୍ତଙ୍କ ଉପରେ ହୋଇଛି । ମୁଁ ଖୁସି ଯେ ଆମେ ସମସ୍ତେ ଦେଶର ସମସ୍ତ ନାଗରିକଙ୍କୁ ସାଙ୍ଗରେ ନେଇ ଏହି ପ୍ରୟାସକୁ ଆଗେଇ ନେଉଛୁ ।

ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟି ବୈଠକ

April 08th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) ପାଳନ ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ କରାଯାଇଥିଲା ।

PM pays tributes to Sri Guru Tegh Bahadur Ji on his Shaheedi Diwas

December 19th, 12:05 pm

The Prime Minister, Shri Narendra Modi has paid tributes to Sri Guru Tegh Bahadur Ji on his Shaheedi Diwas.