Viveka Smaraka inspires us to dedicate ourselves to a higher purpose: PM Modi in Mysuru, Karnataka

August 01st, 04:53 pm

PM Modi today inaugurated Viveka Smaraka in Mysuru, Karnataka. Speaking on the occasion, he appreciated the city for its consistent ranking among the nation's cleanest urban centers. He credited the youth with propelling the nation to possess the fastest-growing economy, the third-largest startup ecosystem and the second-largest mobile manufacturing capacity globally. The PM called upon the current generation to take on the ultimate responsibility of realizing Swami Vivekananda's grand vision for the nation.

PM Modi inaugurates the Swami Vivekananda Cultural Youth Centre - Viveka Smaraka at Mysuru, Karnataka

August 01st, 04:00 pm

PM Modi today inaugurated Viveka Smaraka in Mysuru, Karnataka. Speaking on the occasion, he appreciated the city for its consistent ranking among the nation's cleanest urban centers. He credited the youth with propelling the nation to possess the fastest-growing economy, the third-largest startup ecosystem and the second-largest mobile manufacturing capacity globally. The PM called upon the current generation to take on the ultimate responsibility of realizing Swami Vivekananda's grand vision for the nation.

Prime Minister shares Sanskrit Subhashitam highlighting the role of teachers on Guru Purnima

July 29th, 08:20 am

PM Modi extends Guru Purnima greetings and shares a Sanskrit Subhashitam highlighting the invaluable role of teachers in shaping lives. He reflects on how Gurus inspire, guide, educate and awaken wisdom, encouraging everyone to make their ideals a guiding force in life.

ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତରେ ଭାରତର ପ୍ରତିରକ୍ଷା ଶକ୍ତି, ନବସୃଜନ ଏବଂ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି

July 26th, 11:30 am

Prime Minister Narendra Modi addressed the nation through Mann Ki Baat. In his speech, he highlighted important topics such as Kargil Vijay Diwas, Catch the Rain campaign, India's space sector prowess, Science Olympiads, Environmental conservation, Khadi and more. He called upon the citizens to share their ideas and suggestions for Independence Day through MyGov.

ଗୁରୁପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

July 10th, 09:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 21st, 07:45 pm

ଆଜି ଭାରତ ଗୁରୁ ପୂର୍ଣ୍ଣିମାର ପବିତ୍ର ପର୍ବ ପାଳନ କରୁଛି । ଜ୍ଞାନ ଓ ଆଧ୍ୟାତ୍ମିକତାର ଏହି ପର୍ବରେ ପ୍ରଥମେ ମୁଁ ଆପଣ ମାନଙ୍କୁ ଏବଂ ଆମର ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ଆରମ୍ଭ ହେଉଛି ୪୬ତମ ବିଶ୍ୱ ଐତିହ୍ୟ କମିଟିର ବୈଠକ । ଏବଂ ଭାରତରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଏବଂ ଏହା ସ୍ୱାଭାବିକ ଯେ ମୋ ସହିତ ସମସ୍ତ ଦେଶବାସୀ ଏହାକୁ ନେଇ ବିଶେଷ ଭାବରେ ଖୁସି ଅଛନ୍ତି । ଏହି ଅବସରରେ ମୁଁ ସମଗ୍ର ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କୁ ସ୍ୱାଗତ କରୁଛି । ବିଶେଷ କରି ମୁଁ ୟୁନେସ୍କୋର ମହାନିର୍ଦ୍ଦେଶକ ଆଁଡ୍ରେ ଆଁ ଜୁଲେଙ୍କୁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଯେ ପ୍ରତ୍ୟେକ ବିଶ୍ୱ ଘଟଣା ପରି ଏହି କାର୍ଯ୍ୟକ୍ରମ ମଧ୍ୟ ଭାରତରେ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିବ ।

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 21st, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନକୁ ଉଦଘାଟନ କରିଛନ୍ତି । ବିଶ୍ୱ ଐତିହ୍ୟ କମିଟି ପ୍ରତିବର୍ଷ ବୈଠକ କରି ବିଶ୍ୱ ଐତିହ୍ୟ ସମ୍ପର୍କିତ ସମସ୍ତ ବିଷୟର ପରିଚାଳନା କରିବା ଏବଂ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେବା ପାଇଁ ଦାୟୀ । ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ କମିଟି ବୈଠକ ଆୟୋଜନ କରୁଛି। ଏହି ଅବସରରେ ପ୍ରଦର୍ଶିତ ବିଭିନ୍ନ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ।

Prime Minister greets people on Guru Purnima

July 21st, 10:21 am

The Prime Minister, Shri Narendra Modi has extended greetings to people on the auspicious occasion of Guru Purnima.

ପବିତ୍ର ଗୁରୁପୂଜାରେ ସମ୍ମାନୀୟ ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 30th, 08:47 pm

ସମ୍ମାନୀୟ ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କୁ ତାଙ୍କ ପବିତ୍ର ଗୁରୁପୂଜାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 03rd, 09:31 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱାଧୀନତା ସଂଗ୍ରାମୀ ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭାରଙ୍କୁ ତାଙ୍କ ଗୁରୁ ପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ନମନ

October 30th, 12:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭାରଙ୍କୁ ତାଙ୍କ ଗୁରୁ ପୂଜା ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଗୁରୁପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 13th, 09:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଉତର ପ୍ରଦେଶର ମହୋବାଠାରେ ବିଭିନ୍ନ ବିକାଶ ପରିଯୋଜନାକୁ ରାଷ୍ଟ୍ରକୁ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ

November 19th, 02:06 pm

ଉତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ୍ ଜୀ, ୟୁପିର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ସିଂହ ଜୀ, ଶ୍ରୀ ଜିଏସ୍ ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଆର୍‌. କେ. ସିଂହ ପଟେଲ୍ ଜୀ, ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଜୀ, ଉତରପ୍ରଦେଶ ବିଧାନ ପରିଷଦ ଏବଂ ବିଧାନସଭାର ସହଯୋଗୀ ସ୍ୱତନ୍ତ୍ରଦେବ ଜୀ, ଶ୍ରୀ ରାକେଶ ଗୋସ୍ୱାମୀ ଜୀ, ଅନ୍ୟ ଜନପ୍ରତିନିଧିଗଣ ଏବଂ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଏବଂ ଭଉଣୀ!!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତରପ୍ରଦେଶର ମହୋବାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉଦଘାଟିତ

November 19th, 02:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କରିଛନ୍ତି । ଏହିସବୁ ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ଜଳାଭାବ ସମସ୍ୟା ଦୂର ହେବ ଏବଂ ଚାଷୀମାନେ ବିଶେଷ ଉପକୃତ ହେବେ । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଅର୍ଜୁନ ସହାୟକ ଯୋଜନା, ରତାଉଲି ୱେର ପ୍ରକଳ୍ପ, ଭାନୋଇ ଡ୍ୟାମ ପ୍ରକଳ୍ପ ଏବଂ ମାଝଗାଁ -ଚିଲ୍ଲି୍ ସ୍ପିଙ୍କଲର ପ୍ରକଳ୍ପ । ଏସବୁ ପ୍ରକଳ୍ପରେ ମୋଟ ୩୨୫୦କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାଦ୍ୱାରା ମହୋବା, ହମିରପୁର, ବାନ୍ଦା ଓ ଲଳିତପୁର ଜିଲ୍ଲାର ୬୫ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ଓ ଲକ୍ଷାଧିକ କୃଷକ ଉପକୃତ ହେବେ । ଏହାଛଡା ଏହିସବୁ ପ୍ରକଳ୍ପରୁ ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରାନୀୟଜଳ ପାଇପାରିବେ ।

ଗୁରୁପୂର୍ଣ୍ଣିମା ଉପଲକ୍ଷେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 24th, 09:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

July 24th, 08:44 am

ଆପଣମାନଙ୍କୁ ସମସ୍ତଙ୍କୁ ଧମ୍ମ ଚକ୍ର ଦିବସ ଓ ଆଷାଢ଼ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଅଭିନନ୍ଦନ । ଆଜି ଆମେ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରୁଛେ, ଏବଂ ଆଜିର ଦିନରେ ଭଗବାନ ବୁଦ୍ଧ ମହାଜ୍ଞାନ ପ୍ରାପ୍ତି କରିବା ପରେ ନିଜର ପ୍ରଥମ ଜ୍ଞାନ ସଂସାରକୁ ପ୍ରଦାନ କରିଥିଲେ । ଆମ ଦେଶରେ କୁହାଯାଇଛି ଯେ, ଯେଉଁଠି ଜ୍ଞାନ ଅଛି ସେଇଠି ପରିପୂର୍ଣ୍ଣତା ଅଛି । ଏବଂ ପ୍ରଚାରକ ଯେବେ ନିଜେ ବୁଦ୍ଧ ହୁଅନ୍ତି, ସେତେବେଳେ ଏହା ସ୍ୱାଭାବିକ ହୋଇଥାଏ ଯେ ଏହି ଦର୍ଶନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ପାଲଟିଯାଏ । ତ୍ୟାଗ ଓ ସହନଶୀଳତାର ନିଅାଁରେ ଜଳି ବୁଦ୍ଧ ଯେବେ କୁହନ୍ତି, ତେବେ ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ଧମ୍ମ ଚକ୍ରର ପ୍ରାରମ୍ଭ ହୋଇଥାଏ । ସେତେବେଳେ ସେ ନିଜର କେବଳ ୫ ଶିଷ୍ୟଙ୍କୁ ଉପଦେଶ ପ୍ରଦାନ କରିଥିଲେ, କିନ୍ତୁ ଆଜି ପୂରା ବିଶ୍ୱ ତାଙ୍କ ଦର୍ଶନର ଅନୁଗାମୀ, ବୁଦ୍ଧରେ ଆସ୍ଥା ରଖୁଥିବା ଲୋକ ।

ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

July 24th, 08:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି କରୋନା ମହାମାରୀର ସଂକଟପୂର୍ଣ୍ଣ ସମୟରେ ଭଗବାନ ବୁଦ୍ଧଙ୍କର ବେଶ୍ ପ୍ରାସଙ୍ଗିକତା ରହିଛି । ଆମେ ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ସବୁଠୁ କଠିନ ଆହ୍ୱାନର ମଧ୍ୟ ସାମ୍ନା କରିପାରିବା ବୋଲି ଭାରତ ତାହା ଦେଖାଇ ଦେଇଛି । ବୁଦ୍ଧଙ୍କ ଶିକ୍ଷାକୁ ପାଥେୟ କରି ସମଗ୍ର ବିଶ୍ୱ ମିଳିମିଶି ଆଗକୁ ବଢୁଛି । ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ପଦକ୍ଷେପ ବେଶ୍ ପ୍ରଶଂସନୀୟ ।

PM greets people on Guru Purnima

July 05th, 11:01 am

The Prime Minister, Shri Narendra Modi, has greeted the people on the occasion of Guru Purnima.

"ଗୁରୁ ପୂର୍ଣ୍ଣିମା ଅବସରରେ ଲୋକମାନଙ୍କୁ ଦେଶବାସୀଙ୍କୁ ଶୁଭେଚ୍ଛା "

July 16th, 02:09 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

ଗୁରୁ ପୂର୍ଣ୍ଣମୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 27th, 10:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।