ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ
March 17th, 10:26 pm
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ କରିଛନ୍ତି । ଏହି ଗସ୍ତର କିଛି ଝଲକ ସେୟାର କରି ଶ୍ରୀ ମୋଦୀ କହିଛନ୍ତି,ବିଶ୍ୱବ୍ୟାପୀ ସେବା ଓ ମାନବତା ଦିଗରେ ଶିଖ୍ ସମ୍ପ୍ରଦାୟର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।