ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 12:50 pm
ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।PM Modi launches multiple development projects worth around ₹1.06 lakh crore in Balotra, Rajasthan
July 04th, 12:30 pm
Addressing a public gathering in Balotra, Rajasthan, PM Modi highlighted Rajasthan's development journey, including the dedication of the Rajasthan Refinery, expansion of connectivity, water projects, renewable energy and employment initiatives. He also spoke about India's efforts to ensure energy security during the global crisis and reaffirmed the government's commitment to a self-reliant India.ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।ଟିଭି୯ ଶିଖର ସମ୍ମିଳନୀ ୨୦୨୬ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 08:30 pm
ଗତ କିଛି ସମୟ ମଧ୍ୟରେ ମୋତେ ଥରେ - ଦୁଇଥର ଟିଭି୯ ଭାରତବର୍ଷ ଦେଖିବାର ସୁଯୋଗ ମିଳିଛି । ସାଧାରଣତଃ, ଆପଣଙ୍କର ଧ୍ୟାନ ଯୁଦ୍ଧ ଏବଂ କ୍ଷେପଣାସ୍ତ୍ର ଉପରେ ବହୁତ ରହିଥାଏ ଏବଂ ଆଜିକାଲି ଆପଣ ବିଷୟବସ୍ତୁକୁ ନେଇ ଅତିଭରଣ ହେଉଛନ୍ତି । ବଡ଼-ବଡ଼ ଦେଶଗୁଡ଼ିକ ଟିଭି୯କୁ ଅନେକ ତଥ୍ୟ ଯୋଗାଇବାକୁ ସ୍ଥିର ମନେ କରୁଛନ୍ତି । କିନ୍ତୁ ଏକ ଗମ୍ଭୀର କଥା ହେଉଛି, ଆଜି ବିଶ୍ୱ ଯେଉଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି , ତାହା ଅଭୂତପୂର୍ବ ଏବଂ ଅତ୍ୟନ୍ତ ଗମ୍ଭୀର। ଏହି ପରିସ୍ଥିତି ମଧ୍ୟରେ, ଆଜି ଟିଭି୯ ନେଟୱାର୍କ ବିଚାରଧାରା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ତିଆରି କରିଛି। ଆଜି ଏହି ଶିଖର ସମ୍ମିଳନୀରେ, ଆପଣ ସମସ୍ତେ ଭାରତ ଏବଂ ବିଶ୍ୱ ବିଷୟ ଉପରେ ଆଲୋଚନା କରୁଛନ୍ତି। ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଶିଖର ସମ୍ମିଳନୀ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି, ଏବଂ ସମସ୍ତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଉଛି ।Prime Minister Shri Narendra Modi addresses TV9 Network Summit
March 23rd, 08:00 pm
PM Modi addressed the TV9 Summit and emphasized that India's economy is progressing rapidly, leaving behind the pre-2014 conditions. He affirmed that India stands with its own interests, with peace and with dialogue and gave a detailed account of the country's development momentum over the last 23 days. Asserting that national interest must be placed above party interest, the PM drew inspiration from icons who always placed the nation above self.ପୋରବନ୍ଦର-ମସ୍କଟ ଯାତ୍ରା କରୁଥିବା ପ୍ରାଚୀନ ପାଲଟଣା-ଜାହାଜ କୌଶଳରେ ନିର୍ମିତ ଆଇଏନ୍ଏସଭି କୌଣ୍ଡିନ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
December 29th, 05:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସଭି କୌଣ୍ଡିନ୍ୟକୁ ସାକାର କରିବାରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଡିଜାଇନର୍, କାରିଗର, ଜାହାଜ ନିର୍ମାତା ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୋରବନ୍ଦରରୁ ଓମାନର ମସ୍କଟକୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆଇଏନ୍ଏସଭି କୌଣ୍ଡିନ୍ୟ ପ୍ରାଚୀନ ଭାରତୀୟ ପାଲଟଣା-ଜାହାଜ କୌଶଳ ବ୍ୟବହାର କରି ନିର୍ମିତ ହୋଇଛି, ଯାହା ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ କହିଛନ୍ତି, “ଏକ ନିରାପଦ ଏବଂ ସ୍ମରଣୀୟ ଯାତ୍ରା ପାଇଁ ନାବିକମାନଙ୍କୁ ମୋର ଶୁଭେଚ୍ଛା, ଯେହେତୁ ସେମାନେ ଉପସାଗରୀୟ ଅଞ୍ଚଳ ଏବଂ ତା ବାହାରେ ଆମର ଐତିହାସିକ ସମ୍ପର୍କକୁ ପୁନଃସ୍ଥାପନ କରୁଛନ୍ତି।”ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 11:08 am
ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ନମସ୍କାର କରୁଛି, ଆଜିର ଦିନରେ ମାତାଙ୍କ ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ
January 15th, 10:30 am
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 09:24 pm
ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।କ୍ୟାଥୋଲିକ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।PM Modi's departure statement ahead of his visit to Kuwait
December 21st, 09:21 am
PM Modi will visit Kuwait on 21-22 December 2024, at the invitation of His Highness Sheikh Meshal Al-Ahmad Al-Jaber Al-Sabah, the Amir of the State of Kuwait. This will be the first visit of an Indian PM to Kuwait in 43 years. During the visit, PM Modi will hold discussions with the leadership of Kuwait. He will also interact with the Indian community in Kuwait.BJP’s Sankalp Patra is a resolution letter for the development of the country: PM Modi in Alathur
April 15th, 11:30 am
Ahead of the Lok Sabha Elections, 2024, PM Modi was garnered with love and admiration at a public rally in Alathur town of Thrissur, Kerala. The PM extended his best wishes on the occasion of Vishu and presented his transparent vision of Kerala to the audience. PM Modi offered a glimpse of BJP's Sankalp Patra, pledging advancement and prosperity to every corner of the nation.PM Modi addresses enthusiastic crowds at public meetings in Alathur and Attingal, Kerala
April 15th, 11:00 am
Ahead of the Lok Sabha Elections, 2024, PM Modi was garnered with love and admiration at public rallies in Alathur & Attingal, Kerala. The PM extended his best wishes on the occasion of Vishu and presented his transparent vision of Kerala to the audience. PM Modi offered a glimpse of BJP's Sankalp Patra, pledging advancement and prosperity to every corner of the nation.ଶ୍ରୀଲଙ୍କା ଏବଂ ମରିସସ୍ରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 12th, 01:30 pm
ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ୟୁପିଆଇ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 12th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।କେରଳରେ ଏକ ପୂର୍ଣ୍ଣାଙ୍ଗ ଅନ୍ତରାଷ୍ଟ୍ରୀୟ କ୍ରୁଜ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଭାଷଣ
February 14th, 04:40 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।କେରଳର କୋଚିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 14th, 04:39 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।ଦିଲ୍ଲୀର କାରିଅପ୍ପା ଗ୍ରାଉଣ୍ଡଠାରେ ଆୟୋଜିତ ଏନ୍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 28th, 12:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କାରିଆପ୍ପା ଗ୍ରାଉଣ୍ଡରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ତିନି ବାହିନୀର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସମର୍ଥ ଶିକ୍ଷାର୍ଥୀ ବାହିନୀର ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ମାର୍ଚ୍ଚଫାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।କାରିଆପ୍ପା ଗ୍ରାଉଣ୍ଡ ଏନ୍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଭାରତର ସାମାଜିକ ଜୀବନରେ ଶୃଙ୍ଖଳାଭାବ ଉଦ୍ରେକ କରିବାରେ ଏନ୍ସିସିର ପ୍ରମୁଖ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
January 28th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କାରିଆପ୍ପା ଗ୍ରାଉଣ୍ଡରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ତିନି ବାହିନୀର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସମର୍ଥ ଶିକ୍ଷାର୍ଥୀ ବାହିନୀର ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ମାର୍ଚ୍ଚଫାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।ୟୁଏସ୍-ଆଇଏସପିଏଫ୍ ୟୁଏସ୍-ଇଣ୍ଡିଆ ସମିଟ୍ 2020ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ
September 03rd, 09:01 pm
ୟୁଏସ୍ ଇଣ୍ଡିଆ ସମିଟ୍ 2020 ପାଇଁ ୟୁଏସ୍-ଆଇଏସପିଏଫ୍ ବିଭିନ୍ନ ରେଞ୍ଜର ଲୋକଙ୍କୁ ଏକତ୍ରିତ କରିଥିବାରୁ ମୁଁ ଆନନ୍ଦିତ । ଭାରତ ଓ ୟୁଏସ୍ଏକୁ ନିକଟତର କରାଇବା ନେଇ ୟୁଏସ୍-ଆଇଏସପିଏଫର କାର୍ଯ୍ୟ ପ୍ରଶଂସନୀୟ ।