PM to visit Rajasthan and Gujarat on 4 July
July 03rd, 11:25 am
PM Modi will visit Rajasthan and Gujarat on 4 July to launch development projects across multiple sectors. The Rajasthan visit includes the launch of the Modified UDAN Scheme in Jodhpur and the dedication of India’s first greenfield integrated Refinery-cum-Petrochemical Complex in Balotra. In Sanand, Gujarat, he will inaugurate the CG Semi OSAT facility with an annual production capacity of up to 5 billion semiconductor chips.କୋଟ୍ଟାୟାମ (ସାବରିମାଲା)ରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ ପାଇଁ ଜମି ମଞ୍ଜୁରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
April 18th, 10:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କୋଟ୍ଟାୟାମ (ସାବରିମାଲା)ରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରକଳ୍ପ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଙ୍କ ପକ୍ଷରୁ ୨୨୫୦ଏକରରୁ ଅଧିକ ଜମି ମଞ୍ଜୁରୀକୁ ପ୍ରଶଂସା କରିଛନ୍ତି ।ଭଦୋଦରାରେ ଉନ୍ନୟନ କାର୍ଯ୍ୟସମୂହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 22nd, 05:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରାଠାରେ ଏକ ସାଧାରଣ ସଭାରେ ଭଦୋଦରା ସିଟି କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର; ୱାଘୋଦିୟା ଆଂଚଳିକ ଜଳଯୋଗାଣ ଯୋଜନା ଏବଂ ବ୍ୟାଙ୍କ ଅଫ୍ ବରୋଦାର ନବନିର୍ମିତ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳ)ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଘର ଚାବି ହସ୍ତାନ୍ତର କରିଥିଲେ ।ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚଳାଚଳ ସେବାର କରିବେ ଉଦ୍ଘାଟନ
October 21st, 06:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ । ଗସ୍ତ କାଳରେ ଘୋଘାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚାଳାଚଳ ସେବାର ଶୁଭାରମ୍ଭ କରିବେ । ଏହା ସୌରାଷ୍ଟ୍ର ଅଞ୍ଚଳର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ ମଧ୍ୟରେ ଯାତାୟାତରେ ଯଥେଷ୍ଟ ସମୟ କମାଇବ ।