ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
September 24th, 08:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ଦୁଃଖଦ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 25th, 05:18 am
ପ୍ରଧାନ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଜୁନ୍ ୨୦୨୩ ରେ ଇଜିପ୍ଟ ଗସ୍ତ ସମୟରେ ଇଜିପ୍ଟର ଗ୍ରାଣ୍ଡ ମୁଫତି, ମହାମହିମ ଡକ୍ଟର ସାକି ଇବ୍ରାହିମ୍ ଆଲାମଙ୍କୁ ସାକ୍ଷାତ କରିଛନ୍ତି ।