ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
July 09th, 01:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲ ମାନ୍ୟବର ସୁଶ୍ରୀ ସାମ୍ ମୋଷ୍ଟିନ୍ ଏସି)ଙ୍କ ସହ ସାକ୍ଷାତ୍ କରିଥିଲେ।ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 24th, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଆଡମିରାଲିଟି ହାଉସ ଠାରେ ମେ ୨୪, ୨୦୨୩ରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ମହାମହିମ ଶ୍ରୀ ଡେଭିଡ ହର୍ଲେଙ୍କ ସହ ବୈଠକ କରିଛନ୍ତି ।