ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:09 pm
ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୫ରେ ପ୍ରଧାମନ୍ତ୍ରୀଙ୍କ ଉଦବୋଧନ
October 17th, 08:00 pm
ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ ଅଜେୟ ଭାରତକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 16th, 03:00 pm
ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 16th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ।ବିଶାଖାପଟନମରେ ଗୁଗୁଲ ଏଆଇ ହବ୍ ଶୁଭାରମ୍ଭକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
October 14th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଥିବା, ଆନ୍ଧ୍ରପ୍ରଦେଶ ବିଶାଖାପଟନମଠାରେ ଗୁଗୁଲର ଏଆଇ ହବ୍ ଆରମ୍ଭ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗିଗାୱାଟ-ସ୍କେଲ ଡାଟା ସେଣ୍ଟର ଭିତ୍ତଭୂମି ଅନ୍ତର୍ଭୁକ୍ତ ଏହି ବହୁମୁଖୀ ନିବେଶ, ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମ ଦୃଷ୍ଟିକୋଣର ଅନୁରୂପ । ଶ୍ରୀ ମୋଦୀ ମଧ୍ୟ କହିଛନ୍ତି “ଏହା ପ୍ରଯୁକ୍ତିବିଦ୍ୟାର ଗଣତନ୍ତ୍ରୀକରଣରେ ପ୍ରଭାବଶାଳୀ ହେବ । ଏହା ସମସ୍ତଙ୍କ ପାଇଁ ଏଆଇ ମଧ୍ୟ ସୁନିଶ୍ଚିତ କରିବ, ନାଗରିକମାନଙ୍କୁ ଅତ୍ୟାଧୁନିକ ଉପକରଣ ପ୍ରଦାନ କରି, ଆମର ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ସହ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଭାବରେ ଭାରତର ସ୍ଥାନ ସୁରକ୍ଷିତ କରିବ!”ପ୍ରଧାନମନ୍ତ୍ରୀ ଡିସେମ୍ବର ୧୨ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଜିପିଏଆଇ) ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ
December 11th, 04:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଡିସେମ୍ବର, ୨୦୨୩ ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ (ଜିପିଏଆଇ) ସମିଟ୍ / (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ) କୁ ଉଦ୍ଘାଟନ କରିବେ ।ଇଣ୍ଡିଆ ମୋବାଇଲ କଂଗ୍ରେସ ସପ୍ତମ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:56 am
ଇଣ୍ଡିଆ ମୋବାଇଲ କଂଗ୍ରେସର ଏହି ସପ୍ତମ ସଂସ୍କରଣରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସୁଖଦ ଅନୁଭବ । ଏକବିଂଶ ଶତାବ୍ଦୀର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଏହି ଆୟୋଜନ କୋଟି- କୋଟି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଭବିଷ୍ୟତର କଥା କହୁଥିଲେ, ସେତେବେଳେ ଏହାର ଅର୍ଥ ଆଗାମୀ ଦଶକ, ଅବା 20-30 ବର୍ଷ ପରର ସମୟ, ଅବା ପୁଣି ଆଗାମୀ ଶତାବ୍ଦୀ ହେଉ ଥିଲା । କିନ୍ତୁ ଆଜି ପ୍ରତ୍ୟେକ ଦିନ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନର କାରଣରୁ ଆମେ କହୁଛୁ ଯେ, ‘ଭବିଷ୍ୟତ ହେଉଛି ଏଠାରେ ଏବଂ ବର୍ତମାନ’, ଏବେ କିଛି ମିନିଟ ପୂର୍ବେ, ମୁଁ ଏଠାରେ ଲାଗିଥିବା ପ୍ରଦର୍ଶନୀର କିଛି ଷ୍ଟଲସବୁ ବୁଲି ଦେଖିଲି । ଏହି ପ୍ରଦର୍ଶନୀରେ ମୁଁ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ସେ ଟେଲିକମ୍ ହେଉ, ପ୍ରଯୁକ୍ତିବିଦ୍ୟା ହେଉ ଅବା ପୁଣି ଯୋଗାଯୋଗ, 6-G ହେଉ, ଏଆଇ ହେଉ, ସାଇବର ନିରାପତ୍ତା ହେଉ, ସେମିକଣ୍ଡକ୍ଟଟର ହେଉ, ଡ୍ରୋନ ଅବା ମହାକାଶ କ୍ଷେତ୍ର ହେଉ, ଗଭୀର ସମୁଦ୍ର ହେଉ, ଗ୍ରୀନ୍ ଟେକ୍ ହେଉ ଅବା ପୁଣି ଅନ୍ୟାନ୍ୟ କ୍ଷେତ୍ର, ଆଗାମୀ ସମୟ ହିଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି । ଆଉ ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ଆମ ଯୁବ ପିଢୀ ଦେଶର ଭବିଷ୍ୟତର ନେତୃତ୍ୱ ନେଉଛି, ଆମର ପ୍ରଯୁକ୍ତି ବିପ୍ଳବର ନେତୃତ୍ୱ ନେଉଛନ୍ତି।ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍ ସି)କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 27th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ 'ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍' ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି '୫ଜି ୟୁଜ୍ କେସ୍ ଲ୍ୟାବ୍' ପ୍ରଦାନ କରିଥିଲେ।ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 16th, 10:26 pm
ଆଲୋଚନାରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ପିଚାଇ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଭାରତରେ କ୍ରୋମବୁକ୍ ନିର୍ମାଣ ପାଇଁ ଏଚପି ସହ ଗୁଗଲର ସହଭାଗିତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।ଆମେରିକାର ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
June 24th, 07:30 am
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆମେରିକାରେ ନିଜ ନିଜ କ୍ଷେତ୍ରରେ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଅମୃତ କାଳ ସମୟରେ ଭାରତର ଅଭିବୃଦ୍ଧିରେ ସହଯୋଗ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦ୍ୱିପାକ୍ଷିକ ସହଭାଗିତାର ଭବିଷ୍ୟତ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି ।ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 24th, 07:27 am
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ଫିନ୍ଟେକ୍, ସାଇବର ସିକ୍ୟୁରିଟି ଉତ୍ପାଦ ଏବଂ ସେବା ସମେତ ଭାରତରେ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଅଧିକ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ ଆମନ୍ତ୍ରଣ କରିଥିଲେ ।ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି
June 22nd, 11:19 pm
ଭାରତ-ଯୁକ୍ତରାଷ୍ଟ୍ର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗୀଦାରିତା କେବଳ ଏହି ଦୁଇ ଦେଶ ନିମନ୍ତେ ନୁହେଁ ବରଂ ବୈଶ୍ୱିକ ଅର୍ଥନୀତି ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେରିକା ଆଜି ଭାରତର ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର । ଆମେ ବାଣିଜ୍ୟକୁ ନେଇ ବାକି ରହିଥିବା ସମସ୍ୟାର ପରିସମାପ୍ତି ପାଇଁ ଏକ ନୂତନ ଆରମ୍ଭ ପାଇଁ ସ୍ଥିର କରିଛୁ । ଆଇସିଇଟି ଯାହାର ଅର୍ଥ ହେଲା ଦୂରଦର୍ଶୀ ଓ ନୂଆ କରି ଆସୁଥିବା ପ୍ରଯୁକ୍ତି ନେଇ, ପଦକ୍ଷେପ ବୈଷୟିକ ସହଯୋଗର ମୁଖ୍ୟ ବିଷୟ ହୋଇଛି । ଆମର ସହଯୋଗ କୃତ୍ରିମ ମେଧା, ସେମିକଣ୍ଡକ୍ଟର, ମହାକାଶ, କ୍ୱାଣ୍ଟମ ଓ ଦୂରସଂଚାର ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରି ଆମେ ଆମର ଦୃଢ଼ ଓ ଭବିଷ୍ୟତ ଭାଗିଦାରିତା ତିଆରି କରୁଛୁ । ଆମେରିକୀୟ ମାଇକ୍ରନ, ଗୁଗୁଲ ଓ ଆପ୍ଲାଏଡ ମାଟ୍ରିଆଲ୍ସ ପ୍ରଭୃତି କମ୍ପାନୀଙ୍କ ଭାରତରେ ନିବେଶ ଭବିଷ୍ୟତ ଭାଗିଦାରିତାର ଏକ ପ୍ରତୀକ ।PM interacts with Google CEO Sundar Pichai
July 13th, 12:22 pm
Prime Minister Narendra Modi interacted with Google CEO Shri Sundar Pichai via video conferencing. The Prime Minister was briefed about Google’s plan to launch a large investment fund and develop strategic partnerships in India.ଡାଭୋସ ବିଶ୍ୱ ଅର୍ଥନୈତିକ ଫୋରମରେ “ବିଖଣ୍ଡିତ ବିଶ୍ଵରେ ସମ୍ମିଳିତ ଭବିଷ୍ୟତର ସଂରଚନା” ବିଷୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ (23, ଜାନୁଆରୀ, 2018)
January 23rd, 05:02 pm
ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ଏହି 48ତମ ବାର୍ଷିକ ବୈଠକରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ସର୍ବପ୍ରଥମେ ମୁଁ ଶ୍ରୀ କ୍ଲଜ ସ୍କ୍ଵାବଙ୍କୁ ତାଙ୍କର ଏହି ପ୍ରୟାସ ପାଇଁ ଏବଂ ବିଶ୍ୱ ଅର୍ଥନୈତିକ ଫୋରମକୁ ଏକ ସଶକ୍ତ ଏବଂ ବ୍ୟାପକ ମଂଚରେ ପରିଣତ କରିବା ଲାଗି ଅନେକ-ଅନେକ ସାଧୁବାଦ ଜଣାଉଛି । ତାଙ୍କର ଦୂରଦୃଷ୍ଟିରେ ଏକ ମହତ୍ୱାକାଂକ୍ଷୀ ଏଜେଣ୍ଡା ରହିଛି ଯାହାର ଉଦ୍ଦେଶ୍ୟ ବିଶ୍ୱର ସ୍ଥିତି ସୁଧାରିବ । ସେ ଏହି ଏଜେଣ୍ଡାକୁ ଆର୍ଥିକ ଏବଂ ରାଜନୈତିକ ବିଚାରରେ ଅତ୍ୟନ୍ତ ଦୃଢ଼ତାର ସହିତ ଯୋଡ଼ିଦେଇଛନ୍ତି । ଏଥିସହିତ ଆମକୁ ସାଦର ସ୍ୱାଗତ-ସତ୍କାର କରିବା ଲାଗି ସ୍ୱିଜରଲାଣ୍ଡ ସରକାର ଏବଂ ଏହାର ନାଗରିକମାନଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ।India: The “It” Destination for IT Giants
April 03rd, 04:37 pm
The world’s largest tech companies are recognizing the great potential offered by Indian economy with its highly skilled workforce, a thriving business climate and a digital push under PM Modi’s visionary leadership. The top tech organizations are looking to expand their base and be part of India’s growth story.ସୋସିଆଲ ମିଡିଆ କର୍ଣ୍ଣର 23 ଡିସେମ୍ବର 2016
December 23rd, 07:14 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁSocial Media Corner 30th July
July 30th, 07:25 pm
PM’s engagements in California – September 27, 2015
September 27th, 07:56 pm
PM Narendra Modi visits Google (Alphabet) Campus
September 27th, 07:51 pm
PM’s engagements in NYC and San Jose,California – September 26th, 2015
September 26th, 07:33 pm