ସେବା ସଂକଳ୍ପ ପ୍ରସ୍ତାବ
February 24th, 04:53 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ 'ସେବା ତୀର୍ଥ'ରେ ଆୟୋଜନ କରାଯାଉଛି।West Bengal must be freed from TMC’s Maha Jungle Raj: PM Modi at Nadia virtual rally
December 20th, 01:55 pm
PM Modi addressed a public rally in Nadia, West Bengal through video conferencing after being unable to attend the programme physically due to adverse weather conditions. He sought forgiveness from the people, stating that dense fog made it impossible for the helicopter to land safely. Earlier today, the PM also laid the foundation stone and inaugurated development works in Ranaghat, a major way forward towards West Bengal’s growth story.PM Modi addresses a public rally virtually in Nadia, West Bengal
December 20th, 01:53 pm
PM Modi addressed a public rally in Nadia, West Bengal through video conferencing after being unable to attend the programme physically due to adverse weather conditions. He sought forgiveness from the people, stating that dense fog made it impossible for the helicopter to land safely. Earlier today, the PM also laid the foundation stone and inaugurated development works in Ranaghat, a major way forward towards West Bengal’s growth story.Over the last 11 years, India has changed its economic DNA: PM Modi during India-Oman Business Forum
December 18th, 04:08 pm
PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.PM Modi participates in India Oman Business Forum
December 18th, 11:15 am
PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.ଜିଏସ୍ଟି ଏକ ଐତିହାସିକ ସଂସ୍କାର ଯାହା ଭାରତର ଅର୍ଥନୈତିକ ଦୃଶ୍ୟପଟକୁ ନୂଆ ରୂପ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ
July 01st, 03:49 pm
ଜିଏସ୍ଟି ଲାଗୁ ହେବାର ୮ ବର୍ଷ ପରେ, ଏହା ଏକ ଐତିହାସିକ ସଂସ୍କାର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହା ଭାରତର ଅର୍ଥନୈତିକ ଦୃଶ୍ୟପଟକୁ ନୂତନ ରୂପ ପ୍ରଦାନ କରିଛି । ଶ୍ରୀ ମୋଦୀ କହିଛନ୍ତି, “ଅନୁପାଳନ ବୋଝ ହ୍ରାସ କରିବା ସହ ଏହା ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିଛି ।”ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟୁଜ୍ ୯ ଗ୍ଲୋବାଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 10:50 pm
ମନ୍ତ୍ରୀ ୱିନଫ୍ରିଡ, କ୍ୟାବିନେଟରେ ମୋର ସହଯୋଗୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏହି ଶିଖର ସମ୍ମିଳନୀରେ ସାମିଲ ହେଉଥିବା ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ନ୍ୟୁଜ୍ ୯ ଗ୍ଲୋବାଲ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।
November 22nd, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଷ୍ଟୁଟଗାର୍ଟଠାରେ ଆୟୋଜିତ ନ୍ୟୁଜ୯ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଭାରତ-ଜର୍ମାନୀ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ । ଆଜିର ସୂଚନା ଯୁଗରେ ଭାରତର ଏକ ଗଣମାଧ୍ୟମ ସଂସ୍ଥା ଜର୍ମାନୀ ଓ ଜର୍ମାନୀ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଏହା ଜର୍ମାନୀ ଏବଂ ଜର୍ମାନୀବାସୀଙ୍କୁ ବୁଝିବା ପାଇଁ ଭାରତବାସୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।୨୩୪ଟି ନୂଆ ନଗର/ସହରରେ ଘରୋଇ ଏଫଏମ ରେଡିଓ ଆରମ୍ଭ କରିବାକୁ କ୍ୟାବିନେଟ୍ ଅନୁମୋଦନ
August 28th, 05:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍ ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଜାନୁଆରୀ ୧୬-୧୭ ରେ ଆନ୍ଧ୍ରପ୍ରଦେଶ ଓ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 14th, 09:36 pm
ଜାନୁଆରୀ ୧୬ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଲେପାକ୍ଷୀସ୍ଥିତ ବୀରଭଦ୍ର ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସମୁଦ୍ରମରେ ପହଞ୍ଚିବେ ଏବଂ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ ତମ ଏବଂ ୭୫ତମ ବ୍ୟାଚ୍ ର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ ସିଭିଲ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବେ ।ମଧ୍ୟପ୍ରଦେଶର ଗ୍ୱାଲିୟରଠାରେ ସ୍କିଣ୍ଡିଆ ସ୍କୁଲର ୧୨୫ତମ ସ୍ଥାପନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 21st, 11:04 pm
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ସିନ୍ଧିୟା ସ୍କୁଲର ନିର୍ଦ୍ଦେଶକ ମଣ୍ଡଳର ଅଧ୍ୟକ୍ଷ ଏବଂ କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଡକ୍ଟର ଜିତେନ୍ଦ୍ର ସିଂହ, ସ୍କୁଲ ମ୍ୟାଜେନମେଣ୍ଟର ସାଥି ଏବଂ ସମସ୍ତ କର୍ମଚାରୀ, ଅଧ୍ୟାପକ ଏବଂ ଅଭିଭାବକଗଣ ଏବଂ ମୋର ପ୍ରିୟ ଯୁବ ସାଥିମାନେ !ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଥିବା ସିନ୍ଧିଆ ସ୍କୁଲର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
October 21st, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ 'ଦି ସିନ୍ଧିଆ ସ୍କୁଲ୍' ର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ 'ବହୁମୁଖୀ କ୍ରୀଡ଼ା କପ୍ଳେକ୍ସ' ର ଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିଥିଲେ । ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକ ଗ୍ୱାଲିୟର ଦୁର୍ଗ ଉପରେ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।ବ୍ରିକ୍ସ ବିଜନେସ ଫୋରମ୍ ନେତୃବୃନ୍ଦଙ୍କ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
August 22nd, 10:42 pm
ଦକ୍ଷିଣ ଆଫ୍ରିକା ମାଟିରେ ମୁଁ ଯେତେ ଶୀଘ୍ର ପାଦ ଦେଉଛି ସେତେ ଖୁସି ଅନୁଭବ କରୁଛି, ଆମ କାର୍ଯ୍ୟକ୍ରମ ବ୍ରିକ୍ସ ବିଜନେସ ଫୋରମ ମାଧ୍ୟମରେ ଶୁଭାରମ୍ଭ ହେଉଛି ।ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଏଲଗରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
August 22nd, 07:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଇଲଗ (ବ୍ରିକ୍ସ ବ୍ୟବସାୟ ମଂଚ ନେତୃ ମଣ୍ଡଳୀଙ୍କ ଆଲୋଚନା) ରେ ଅଂଶଗ୍ରହଣ କରିଛନ୍ତି ।ଭାରତ-ୟୁଏଇ ଜଳବାୟୁ ପରିବର୍ତ୍ତନ ନେଇ ମିଳିତ ବିବୃତ୍ତି
July 15th, 06:36 pm
ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି । ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି ।୨୦୨୩ ଏପ୍ରିଲରେ ସର୍ବାଧତ୍କ ଜିଏସ୍ଟି ସଂଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
May 01st, 07:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଏପ୍ରିଲରେ ସର୍ବାଧତ୍କ ୧.୮୭ ଲକ୍ଷକୋଟି ଜିଏସ୍ଟି ସଂଗ୍ରହକୁ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଖବର ବୋଲି କହିଛନ୍ତି Iମଧ୍ୟପ୍ରଦେଶର ଇଂଦୋର ଠାରେ ମଧ୍ୟପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ ୨ଠ୨୩ରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
January 11th, 05:00 pm
ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀ ପାଇଁ ଆପଣ ସମସ୍ତ ନିବେଶକ, ଉଦ୍ୟୋଗୀଙ୍କୁ ବହୁତ ବହୁତ ସ୍ୱାଗତ । ଏକ ବିକଶିତ ଭାରତର ନିର୍ମାଣରେ ମଧ୍ୟପ୍ରଦେଶର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱାସ, ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, କୃଷି ଠାରୁ ନେଇ ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ, ମଧ୍ୟପ୍ରଦେଶ ଅଦ୍ଭୁତ, ଚମକ୍ରାର ଏବଂ ସତର୍କ ମଧ୍ୟ ଅଟେ ।ବୈଶ୍ୱିକ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆରମ୍ଭ ହୋଇଥିବା ବୈଶ୍ୱିକ ନିବେଶକ ଶିଖର ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ
January 11th, 11:10 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ବୈଶ୍ୱିକ ନିବେଶକାରୀ ଶିଖର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆର ସମ୍ବୋଧିତ କରିଛନ୍ତି । ଏହି ବୈଠକ ମଧ୍ୟପ୍ରଦେଶରେ ବିବିଧ ପୁଞ୍ଜିବିନିଯୋଗ ସୁଯୋଗ ସୃଷ୍ଟି କରିବ ।‘ଇନଭେଷ୍ଟ କର୍ଣ୍ଣାଟକ 2022’ର ଶୁଭାରମ୍ଭ ଅବସରରେ (ଭିଡିଓ କନଫରେନ୍ସିଂ ଜରିଆରେ) ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 02nd, 10:31 am
ବୈଶ୍ୱିକ ନିବେଶକ ସମ୍ବିଳନୀରେ ବିଶ୍ୱର କୋଣ- ଅନୁକୋଣରୁ ଆସିଥିବା ସମସ୍ତ ସାଥୀଗଣ, ଭାରତକୁ ସ୍ୱାଗତ, ନମ୍ମା କର୍ଣ୍ଣାଟକକୁ ସ୍ୱାଗତ ଏବଂ ନମ୍ମା ବେଙ୍ଗାଲୁରୁକୁ ସ୍ୱାଗତ, ଗତକାଲି କର୍ଣ୍ଣାଟକ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିଛି । କର୍ଣ୍ଣାଟକର ଲୋକ ଏବଂ କନ୍ନଡ଼ ଭାଷାକୁ ନିଜ ଜୀବନର ଅଂଶ କରିନେଇଥିବା ସମସ୍ତ ଲୋକଙ୍କୁ ମୁଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପରମ୍ପରା ମଧ୍ୟ ରହିଛି, ଏବଂ ଟେକ୍ନୋଲୋଜି ମଧ୍ୟ ରହିଛି। ଏହା ହେଉଛି ସେହି ସ୍ଥାନ, ଯେଉଁଠି ପ୍ରତ୍ୟେକ ସ୍ଥାନରେ ପ୍ରକୃତି ଏବଂ ସଂସ୍କୃତିର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଥାଏ । ଏହା ହେଉଛି ସେହି ସ୍ଥାନ, ଯାହାର ପରିଚୟ ଆଶ୍ଚର୍ଯ୍ୟଜନକ ସ୍ଥପତି ସହିତ ମଧ୍ୟ ରହିଛି ଏବଂ ଭାଇବ୍ରେଂଟ ଷ୍ଟାର୍ଟ ଅପ୍ସ ସହିତ ମଧ୍ୟ ରହିଛି। ଯେତେବେଳେ ମଧ୍ୟ ପ୍ରତିଭା ଏବଂ ଟେକ୍ନୋଲୋଜିର କଥା ଆସିଥାଏ, ସେତେବେଳେ ମନରେ ଯେଉଁ ନାମ ସର୍ବ ପ୍ରଥମେ ଆସିଥାଏ, ତାହା ହେଉଛି ବ୍ରାଣ୍ଡ ବେଙ୍ଗାଲୁରୁ, ଆଉ ଏହି ନାମ କେବଳ ଭାରତରେ ହିଁ ନୁହେଁ ବରଂ ସାରା ବିଶ୍ୱରେ ପ୍ରତିଷ୍ଠା ହୋଇ ସାରିଛି। କର୍ଣ୍ଣାଟକର ଏହି ଧରଣୀ ସବୁଠାରୁ ସୁନ୍ଦର ପ୍ରାକୃତିକ ସ୍ଥାନ ପାଇଁ ବେଶ ଜଣାଶୁଣା। ଅର୍ଥାତ ମୃଦୁ ଭାଷା କନ୍ନଡ଼, ଏଠାକାର ସମୃଦ୍ଧ ସଂସ୍କୃତି ଏବଂ ପ୍ରତ୍ୟେକଙ୍କ ପାଇଁ କନ୍ନଡ଼ଲୋକଙ୍କ ଆପଣେଇ ନେବା ଭାବ ସମସ୍ତଙ୍କ ହୃଦୟ ଜିତି ନେଇଥାଏ ।