PM Chairs High-Level Meeting of Secretaries to Review Progress of Rural Development, Agriculture, Social Welfare and Allied Sectors towards Viksit Bharat Goals
July 22nd, 07:37 pm
PM Modi today chaired a high-level meeting with Secretaries to review the progress of rural development, agriculture, social welfare and allied sectors towards the Viksit Bharat goals. He emphasised that the dream of building a Viksit Bharat should become a Jan Andolan and that India's youth should form the foundation of this vision. The Secretaries shared their experiences and perspectives on various initiatives and challenges in their respective domains.Prime Minister congratulates the team of Skyroot Aerospace on the successful launch of Vikram-1
July 18th, 01:51 pm
Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.Prime Minister extends best wishes to Skyroot Aerospace
July 18th, 09:54 am
Prime Minister Shri Narendra Modi, today, extended his best wishes to Skyroot Aerospace ahead of the maiden orbital launch of Vikram-1, India's first privately developed launch vehicle, describing it as a historic milestone in the nation's space journey. Shri Modi said that the launch of Vikram-1 marks the opening of a new frontier for India's space ambitions and reflects the country's growing capabilities in innovation, technology and entrepreneurship.୧୦,୯୯୮.୩୨ କୋଟି ଟଙ୍କା ବ୍ୟୟରେ ବରୁଣା ନଦୀ କୂଳରେ ଏଲିଭେଟେଡ୍ କରିଡର ନିର୍ମାଣକୁ ମଞ୍ଜୁରୀ
July 15th, 04:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ଉତ୍ତର ପ୍ରଦେଶର ବାରଣାସୀ ସହରର ଭିଡ଼ ହ୍ରାସ ପାଇଁ ବରୁଣା ନଦୀ କୂଳରେ ଏନଏଚ୍-୩୧ ବାରଣାସୀ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ୪୩.୨୧୮ କିଲୋମିଟର ଲିଙ୍କ୍/କନେକ୍ଟର କରିଡରର ବିକାଶକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପରେ ମୁଖ୍ୟତଃ ୬/୪ ଲେନ୍ ବିଶିଷ୍ଟ ଉଚ୍ଚ କରିଡର ଅନ୍ତର୍ଭୁକ୍ତ, ଯେଉଁଥିରେ ମୁଖ୍ୟ ଗାଡ଼ି ରାସ୍ତା, ଫ୍ଲାଏଓଭର, ଲୁପ୍, ରାମ୍ପ ଏବଂ ସେବା ରାସ୍ତା ଅନ୍ତର୍ଭୁକ୍ତ, ଏବଂ ଏହାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ହାଇବ୍ରିଡ୍ ଆନୁଇଟି ମଡେଲ୍ (ଏଚଏଏମ୍) ଅଧୀନରେ ୧୦,୯୯୮.୩୨ କୋଟି ଟଙ୍କା ମୋଟ ପୁଞ୍ଜି ଖର୍ଚ୍ଚରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ୪୫୬୫.୩୩ କୋଟି ଟଙ୍କା ସିଭିଲ୍ ନିର୍ମାଣ ଖର୍ଚ୍ଚ ଏବଂ ୯୩୪.୯୧ କୋଟି ଟଙ୍କା ଜମି ଅଧିଗ୍ରହଣ ଖର୍ଚ୍ଚ ଅନ୍ତର୍ଭୁକ୍ତ।Cabinet approves National Investment Policy for Urea-2026 for Atmanirbhar Bharat (NIPU-2026)
July 15th, 04:40 pm
The Union Cabinet, chaired by PM Modi, approved the National Investment Policy for Urea-2026 (NIPU-2026), a major step towards boosting domestic urea production by encouraging fresh investments in gas-based manufacturing and strengthening India's self-reliance.Cabinet approves two multitracking projects covering Four Districts across Odisha and Jharkhand, increasing the existing network of Indian Railways by about 145 Kms
July 15th, 04:35 pm
The Cabinet Committee on Economic Affairs, chaired by PM Modi, today approved two railway projects worth Rs. 3,907 crore, covering four districts across the states of Odisha and Jharkhand. The projects, in line with the PM's vision of a New India to make the people of the region Atmanirbhar, will provide seamless connectivity for the movement of people, goods and services. They will also improve rail connectivity to several prominent tourist destinations across the country.ଜ୍ଞାନ, ଦକ୍ଷତା ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 15th, 12:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ଜ୍ଞାନ ଗ୍ରହଣ କରି, ନୂତନ କୌଶଳ ବିକାଶ କରି ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଦେଶର ଯୁବକମାନେ ଭାରତର ଭବିଷ୍ୟତକୁ ରୂପ ଦେବାରେ ଏକ ଶକ୍ତିଶାଳୀ ଶକ୍ତି ଭାବରେ ଉଭା ହେଉଛନ୍ତି। ଏହି ଗୁଣଗୁଡ଼ିକ କେବଳ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିନଥାଏ, ବରଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।India-Australia Joint Statement on Energy Security
July 09th, 11:02 am
The India-Australia Joint Statement on Energy Security noted the two countries' deep concern over the situation in the Middle East. They shared their commitment to working together to strengthen energy supply chain resilience, including by deepening regional cooperation, accelerating the energy transition, promoting the uptake of renewable energy resources and upholding open trade arrangements for energy and liquid fuels.ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ମିଳିତ ଘୋଷଣାନାମା
July 09th, 10:55 am
ଆମେ ୨୦୨୦ ମସିହାରେ ସ୍ଥାପିତ ଆମର ବ୍ୟାପକ ରଣନୀତିକ ଭାଗିଦାରୀ (ସିଏସପି)ର ଗୁରୁତ୍ୱକୁ ଦୋହରାଉଛୁ। ଆମର ସିଏସପିର ଶୁଭାରମ୍ଭ ପରଠାରୁ, ଆମର ରଣନୀତିକ ସମନ୍ୱୟ ତ୍ୱରାନ୍ୱିତ ହୋଇଛି, ଆମର ଅର୍ଥନୈତିକ ସମ୍ପର୍କ ଗଭୀର ହୋଇଛି ଏବଂ ଆମର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ - ଯାହା ଆମ ଦେଶଗୁଡ଼ିକ ମଧ୍ୟରେ ଏକ ଜୀବନ୍ତ ସେତୁ-ଆହୁରି ମଜବୁତ ହୋଇଛି। ଆମେ ଲକ୍ଷ୍ୟ କରୁଛୁ ଯେ କ୍ୱାଡ୍ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ଅନୁଷ୍ଠାନ ଭଳି ଆଞ୍ଚଳିକ ମଞ୍ଚ ମାଧ୍ୟମରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସ୍ତରରେ ଆମର ନିବିଡ଼ ସମ୍ପୃକ୍ତି ଉଭୟ ଦେଶକୁ ଲାଭାନ୍ୱିତ କରୁଛି, ଏବଂ ଆମର ସହଭାଗୀ ଅଞ୍ଚଳର ସୁରକ୍ଷା ଓ ସମୃଦ୍ଧିରେ ଯୋଗଦାନ ଦେଉଛି।Share your ideas and suggestions for 'Mann Ki Baat' now!
July 05th, 03:55 pm
Prime Minister Narendra Modi will share 'Mann Ki Baat' on Sunday, July 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.16th India-Japan Annual Summit Joint Statement
July 02nd, 10:22 pm
At the 16th India–Japan Annual Summit, PM Modi and Japanese Prime Minister Sanae Takaichi reaffirmed their commitment to advancing the India–Japan Special Strategic and Global Partnership through deeper cooperation in defence, economic security, clean energy, AI, technology, investment and people-to-people ties. The Joint Statement also sets the stage for celebrating the 75th anniversary of India–Japan diplomatic relations next year.India-Japan Joint Statement on cooperation in the field of Artificial Intelligence (AI)
July 02nd, 10:14 pm
PM Modi and Japanese Prime Minister Sanae Takaichi agreed to deepen India-Japan cooperation in Artificial Intelligence with a shared vision for a safe, trusted and human-centric AI ecosystem. The partnership will drive collaboration in AI governance, digital infrastructure, research, innovation and talent development, while supporting resilient AI growth across the Indo-Pacific and the Global South.୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ
July 01st, 03:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ଜାତୀୟ ରାଜପଥ (ଓ) କାର୍ଯ୍ୟକ୍ରମ ଅଧୀନରେ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ରୂପେ, ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ହାଇୱେର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହା ଏକ ଚାରି-ଲେନ୍ ବିଶିଷ୍ଟ ନିୟନ୍ତ୍ରିତ ପ୍ରବେଶ (ଆକ୍ସେସ-କଣ୍ଟ୍ରୋଲ୍ଡ) କରିଡର ହେବ, ଯାହାକୁ ଭବିଷ୍ୟତରେ ଛଅ-ଲେନ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ୭,୧୪୫.୧୪ କୋଟି ଟଙ୍କାର ଆନୁମାନିକ ମୋଟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ବିଓଟି ଟୋଲ୍ ମୋଡ୍ରେ କାର୍ଯ୍ୟକାରୀ କରାଯିବ, ଏହା ସହିତ ଏନଏଚ-୩୪ ର ବିଦ୍ୟମାନ କାନପୁର-କବରାଇ ସେକ୍ସନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ।Cabinet approves a Road Tunnel Construction project in Delhi worth Rs. 6969.67 crore
July 01st, 03:06 pm
The Cabinet Committee on Economic Affairs, chaired by PM Modi, has approved the construction of a Road Tunnel Construction project in Delhi worth Rs. 6,969.67 crore. The total project length is 8.1 km, including 3.14 km of tunnel, 0.98 km of tunnel approach ramp, 0.554 km of approach with RE Wall, 2.556 km of elevated portion and 0.87 km of at-grade road. It will provide faster connectivity and employment opportunities.ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସିଏ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 01st, 12:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଆର୍ଥିକ ଯାତ୍ରାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ଦୀର୍ଘ ଦିନ ଧରି ବିଶ୍ୱସ୍ତ ଅଂଶୀଦାର ହୋଇ ରହିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ସ୍ୱଚ୍ଛତା ଏବଂ ବୃତ୍ତିଗତ ଉତ୍କର୍ଷତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମାଧ୍ୟମରେ ସେମାନେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ବ୍ୟବସାୟକୁ ସମର୍ଥନ କରିଛନ୍ତି, ଉଦ୍ୟମିତାକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ନିବେଶକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି।ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 01st, 12:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ସାରା ଦେଶର ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ସେମାନଙ୍କ ଅତୁଟ ସେବା, କରୁଣା ଏବଂ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।ଡିଜିଟାଲ୍ ଇଣ୍ଡିଆର ୧୧ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ‘ବିକଶିତ ଭାରତ’ ଗଠନରେ ଡିଜିଟାଲ୍ ବିପ୍ଳବର ଗୁରୁତ୍ୱ
July 01st, 12:04 pm
ଶ୍ରୀ ମୋଦୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ କରିବା ସହ ସମଗ୍ର ଦେଶରେ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରୟାସ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଛି, ସରଳ ଡିଜିଟାଲ ପେମେଣ୍ଟ ଏବଂ ସ୍ୱଚ୍ଛ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରୁ ଆରମ୍ଭ କରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ବିସ୍ତାର ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟାକୁ ‘ସହଜ ଜୀବନଯାପନ’ ନିମନ୍ତେ ଏକ ଶକ୍ତିଶାଳୀ ମାଧ୍ୟମ କରିଛି ।ସେଶେଲ୍ସର ନ୍ୟାସନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 28th, 05:00 pm
ଏହି ଜାତୀୟ ସଭାକୁ ସମ୍ବୋଧିତ କରିବା ଏକ ବିରଳ ସୌଭାଗ୍ୟ। ଏହି ସ୍ୱତନ୍ତ୍ର ସମ୍ମାନ ପାଇଁ ଧନ୍ୟବାଦ। ଏହି ଅଷ୍ଟମ ଜାତୀୟ ସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗରିମାମୟ ଗୃହର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ମାନ୍ୟବର ବାଚସ୍ପତି, ମୁଁ ଆପଣଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି।28 ଜୁନରେ ମନ କୀ ବାତ୍ ଶୁଣିବା ପାଇଁ ଟ୍ୟୁନଇନ୍ କରନ୍ତୁ
June 27th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସକାଳ 11 ଟା ସମୟରେ ନିଜର 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଷୟ ଏବଂ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହିତ ନିଜର ବିଚାର ବାଣ୍ଟିବେ । 'ମନ କି ବାତ' ର ସିଧାପ୍ରସାରଣ ନରେନ୍ଦ୍ର ମୋଦୀ ଆପରେ ଶୁଣନ୍ତୁ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଜରାଟର ରାଜ୍ୟପାଳ
June 25th, 10:50 pm
ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।