Prime Minister congratulates Indian contingent on winning Gold Medals at the 56th International Physics Olympiad (IPhO) 2026
July 13th, 01:13 pm
PM Modi congratulated the Indian contingent for winning Gold Medals at the 56th International Physics Olympiad (IPhO) 2026. He said their outstanding achievement reflects the limitless potential of India's Yuva Shakti and its passion for science and research.୨୦୨୬ ୟୁ-୨୩ ଏସୀୟ ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
May 28th, 08:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମର ଦା ନାଙ୍ଗରେ ଆୟୋଜିତ ୨୦୨୬ ୟୁ-୨୩ ଏସୀୟ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାଥିବାରୁ ପୁରୁଷ ରେଗୁ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
March 26th, 03:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ସିପକ୍ ଟାକ୍ରୋ ଦଳକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଘରକୁ ଆଣିଥିବାରୁ ଦଳକୁ ପ୍ରଶଂସା ମଧ୍ୟ କରିଛନ୍ତି ।ଚେସ୍ ଅଲିମ୍ପିଆଡ୍ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
September 26th, 12:15 pm
ସାର, ପ୍ରଥମ ଥର ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହା ଚମତ୍କାର ଥିଲା, ଅର୍ଥାତ୍ ବାଳକଙ୍କ ଦ୍ୱାରା ୨୨ ରୁ ୨୧ ପଏଣ୍ଟ ଏବଂ ବାଳିକାଙ୍କ ଦ୍ୱାରା ୨୨ ରୁ ୧୯ ପଏଣ୍ଟ, ଆମର ମୋଟ ୪୪ ରୁ ୪୦ ପଏଣ୍ଟ । ଏତେ ଭଲ, ଉତ୍ତମ ପ୍ରଦର୍ଶନ ପୂର୍ବରୁ କେବେ ହୋଇନଥିଲାପ୍ରଧାନମନ୍ତ୍ରୀ ମୋଦୀ ଆମ ଚେସ୍ ଚମ୍ପିଆନମାନଙ୍କୁ ଭେଟି ଉତ୍ସାହିତ କରିଛନ୍ତି
September 26th, 12:00 pm
ଐତିହାସିକ ଦ୍ବିତୀୟ ସ୍ୱର୍ଣ୍ଣ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଚେସ୍ ଦଳ ସହ ମତ ବିନିମୟ କରିଛନ୍ତି। ଆଲୋଚନାରେ ସେମାନଙ୍କ କଠିନ ପରିଶ୍ରମ, ଚେସ୍ ର ବଢୁଥିବା ଲୋକପ୍ରିୟତା, ଖେଳ ଉପରେ ଏଆଇର ପ୍ରଭାବ ଏବଂ ସଫଳତା ହାସଲ ରେ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।୪୫ତମ ଚେସ୍ ଅଲମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଉଭୟ ଓପନ ଓ ମହିଳା ବର୍ଗର ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
September 23rd, 01:15 am
୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ସେମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସେ ଉଭୟ ପୁରୁଷ ଓ ମହିଳା ଚେସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 06th, 05:22 pm
ପ୍ୟାରିସ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି୬୪ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କ୍ରୀଡ଼ାବିତ ପ୍ରବୀଣ କୁମାରଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।ପୁରୁଷ କ୍ଲବ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଧରମ୍ବୀରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 05th, 07:59 am
ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ କ୍ଲବ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ଧରମ୍ବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପାରାଲିମ୍ପିକ୍ସରେ ଜାଭେଲିନ୍ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ବିଜୟୀ ସୁମିତ୍ ଅଣ୍ଟିଲ୍ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 03rd, 12:01 am
ପ୍ୟାରିସ ପାରାଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ଏଫ୍୬୪ ଇଭେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥ୍ଲେଟ୍ ସୁମିତ୍ ଅଣ୍ଟିଲ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଡମିଣ୍ଟନ ଖେଳାଳି ନିତେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ
September 02nd, 08:16 pm
ଫ୍ରାନ୍ସରେ ଏବ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ବ୍ୟାଡମିଣ୍ଟନ ଏକକ ଏସଏଲ୩ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାରଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ପ୍ୟାରିସ୍ ପାରାଲିମ୍ପିକ୍ସରେ ଆର୍୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 30th, 04:49 pm
ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଆର୍୨ ମହିଳା ୧୦ ମିଟର ଏୟାର ରାଇଫଲ୍ ଏସ୍ଏଚ୍୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ଅବନୀ ଲେଖରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ଅବନୀ ଲେଖରା ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି, କାରଣ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଟିଏ ୩ଟି ପାରାଲିମ୍ପିକ୍ ପଦକ ଜିତିଛନ୍ତି ।