୧୩-୧୪ ମାର୍ଚ୍ଚରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 12th, 05:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩-୧୪ ମାର୍ଚ୍ଚ ୨୦୨୬ରେ ଆସାମ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ କୋକରାଝାର, ଗୌହାଟୀ ଏବଂ ସିଲଚରରେ ୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ, ଭୂମି ପୂଜନ ଏବଂ ଶୁଭାରମ୍ଭ କରିବେ ।