ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
April 05th, 09:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କରିବା ସହ ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।ନବରାତ୍ରୀର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
October 08th, 09:07 am
ନବରାତ୍ରୀର ଷଷ୍ଠ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ କାତ୍ୟାୟନୀଙ୍କୁ ପ୍ରାର୍ଥନା କରିଛନ୍ତି ।