ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.ବର୍ଦ୍ଧିଷ୍ଣୁ ଓ ଅଭିଳାଷୀ ଅର୍ଥନୀତି ପାଇଁ ଦ୍ୱିତୀୟକ ବ୍ୟବସ୍ଥା”ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 08th, 02:23 pm
ସର୍ବପ୍ରଥମେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ଏବଂ ଏହା ମଧ୍ୟ ଗର୍ବର ବିଷୟ ଯେ ଯେତେବେଳେ ଆଜି ଆମେ ବଜେଟର ପ୍ରସଙ୍ଗରେ ଆଲୋଚନା କରୁଛନ୍ତି, ସେତେବେଳେ ଭାରତ ପରି ଏକ ବିଶାଳ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା ଅଟନ୍ତି, ଯିଏ ଏଥର ଦେଶରେ ଏକ ବଡ଼ ପ୍ରଗତିଶୀଳ ବଜେଟ ଆଣିଛନ୍ତି ।ଅଭିବୃଦ୍ଧି ଓ ଆକାଂକ୍ଷିତ ଅର୍ଥନୀତି ନିମନ୍ତେ ଅର୍ଥ ବ୍ୟବସ୍ଥା ଶୀର୍ଷକ ବଜେଟ୍ ପର ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 08th, 11:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଜେଟ ପର ଅଭିବୃଦ୍ଧି ଓ ଆକାଂକ୍ଷିତ ଅର୍ଥନୀତି ନିମନ୍ତେ ଅର୍ଥ ବ୍ୟବସ୍ଥା ଶୀର୍ଷକ ଏକ ୱେବିନାରରେ ଆଜି (୦୮-୦୩-୨୦୨୨) ତାଙ୍କ ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଅଭିଭାଷଣର ରଖିଥିବା ବଜେଟ ପରର ଏହା ଦଶମ ୱେବିନାର ।ପୁଣେର ସିମ୍ବୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 06th, 05:17 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶୀୟାରୀ ମହୋଦୟ, ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ମହାଶୟ, ଶ୍ରୀମାନ ସୁଭାଷ ଦେଶାଇ ମହାଶୟ, ଏହି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଏସବି ମଜୁମଦାର ମହାଶୟ, ପ୍ରମୁଖ ନିର୍ଦ୍ଦେଶକ ଡଃ ବିଦ୍ୟା ୟେରାୱଦେକର ମହାଶୟ, ସମସ୍ତ ଅଧ୍ୟାପକଗଣ, ବିଶିଷ୍ଟ ଅତିଥିଗଣ, ଆଉ ମୋର ଯୁବ ସାଥୀଗଣ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁଣେସ୍ଥିତ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍ଘାଟିତ
March 06th, 01:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେ ସ୍ଥିତ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିମ୍ବାୟୋସିସ୍ ଆରୋଗ୍ୟଧାମ ଉଦ୍ଘାଟିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଆଇଆଇଟି ଚେନ୍ନାଇଠାରେ ଆୟୋଜିତ ସିଙ୍ଗାପୁର- ଭାରତ ହାକାଥନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
September 30th, 11:46 am
ଆପଣମାନଙ୍କୁ ଦିଆଯାଇଥିବା କେତେଗୁଡ଼ିଏ ଚାଲେଞ୍ଜିଂ ସମସ୍ୟାର ସମାଧାନ ସକାଶେ ଆପଣମାନେ ଗତ 36 ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି ।ସମସ୍ୟାର ସହଜ ସମାଧାନ ଅନ୍ୱେଷଣ କରିବା ଲାଗି ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
September 30th, 11:45 am
ଆଜି ଚେନ୍ନାଇ ଆଇଆଇଟିଠାରେ ଶେଷ ହୋଇଥିବା 36 ଘଣ୍ଟିଆ ସିଙ୍ଗାପୁର ଭାରତ ହାକାଥନର ବିଜୟୀ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରଦାନ କରିଛନ୍ତି ।ଜାତିସଙ୍ଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 27th, 07:04 pm
ଜାତିସଙ୍ଘର 74ତମ ସାଧାରଣ ଅଧିବେଶନକୁ 130 କୋଟି ଭାରତୀୟଙ୍କ ତରଫରୁ ସମ୍ବୋଧିତ କରିବା ମୋ ପାଇଁ ଗୌରବର ଅବସର । ଏହି ଅବସର ଏଥିପାଇଁ ମଧ୍ୟ ବିଶେଷ, କାରଣ ଚଳିତ ବର୍ଷ ସମଗ୍ର ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି । ତାଙ୍କ ସତ୍ୟ ଓ ଅହିଂସାର ସନ୍ଦେଶ, ବିଶ୍ୱର ଶାନ୍ତି, ପ୍ରଗତି ଓ ବିକାଶ ପାଇଁ ଆଜି ବି ପ୍ରାସଙ୍ଗିକ ।ମିଳିତ ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 27th, 07:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କଠାରେ ମିଳିତ ଜାତସଂଘ ସାଧାରଣ ପରିଷଦର 74ତମ ଅଧିବେଶନରେ ଉଦବୋଧନ ଦେଇଥିଲେ ।ଷୋଡ଼ଶ ଲୋକସଭାର ଶେଷ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଶ
February 13th, 05:25 pm
ଅଧ୍ୟକ୍ଷ ମହୋଦୟା, ମୁଁ ସଦନର ସମସ୍ତ ସଦସ୍ୟଙ୍କ ତରଫରୁ ଏବଂ ମୋ ତରଫରୁ ଏହି ଷୋଡ଼ଶ ଲୋକସଭାର ସଂପୂର୍ଣ୍ଣ କାର୍ଯ୍ୟକାଳକୁ ଅଧ୍ୟକ୍ଷ ଭାବେ ଯେଉଁ ଧୈର୍ଯ୍ୟର ସହିତ, ସନ୍ତୁଳନର ସହିତ ଏବଂ ପ୍ରତିକ୍ଷଣ ସହାସ୍ୟ ବଦନରେ ଆପଣ ସଦନକୁ ଚଲାଇଲେ, ଏଥିପାଇଁ ଆପଣ ହେଉଛନ୍ତି ଅନେକ ଅନେକ ଅଭିନନ୍ଦନର ଅଧିକାରୀ ।ଷୋଡ଼ଶ ଲୋକସଭାର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 13th, 05:24 pm
ସଦନର ପରିଚାଳନା ସୂଚାରୁ ରୂପେ ସମ୍ପାଦନ କରିଥିବାରୁ ସେ ବାଚସ୍ପତି ସୁମିତ୍ରା ମହାଜନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ୱର୍ଗତଃ ଅନନ୍ତ କୁମାରଙ୍କୁ ଲୋକସଭାରେ ତାଙ୍କର ଯୋଗଦାନ ଓ ସେବା ପାଇଁ ସ୍ମରଣ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ; ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ
October 24th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ “ମୈଁ ନେହିଁ ହମ” ପୋର୍ଟାଲ ଓ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ ବିନିର୍ମାଣକାରୀ ପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।“ମେଁ ନହିଁ ହମ୍” ପୋର୍ଟାଲ ଓ ଆପର ଶୁଭାରମ୍ଭ; ସେଲ୍ଫ4ସୋସାଇଟି ମାଧ୍ୟମରେ ଆଇଟି ପେଶାଦାରଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 24th, 03:15 pm
ମନ୍ତ୍ରୀ ପରିଷଦର ମୋର ସାଥୀଗଣ, ଭାରତର ଔଦ୍ୟୋଗିକ ଜୀବନକୁ ଗତି ପ୍ରଦାନ କରିଥିବା ଆଇଟି ପ୍ରଫେସନକୁ ବଳ ଦେଇଥିବା ସମସ୍ତ ଅନୁଭବୀ ମହାନୁଭବଗଣ ଏବଂ ଆଇଟି କ୍ଷେତ୍ରରେ ଯୋଡ଼ିହୋଇ ରହିଥିବା ଆମର ଯୁବପିଢ଼ି, ଗ୍ରାମାଞ୍ଚଳରେ ସିଏସସି ସେଣ୍ଟରରେ ବସିରହି ଢ଼େର ଆଶାର ସହ ନିଜର ସ୍ୱପ୍ନକୁ ସଜାଉଥିବା ଆମର ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ, ଆଇଆଇଟି ସମେତ ଅନେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଗଣ, ମୋ ପାଇଁ ଏହା ଖୁସିର କଥା ଯେ ଏହା ମୋର ସବୁଠାରୁ ପ୍ରିୟ କାର୍ଯ୍ୟ ଓ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏବଂ ଆପଣମାନଙ୍କ ଗହଣରେ ସାମିଲ ହେବା ସକାଶେ ମୋତେ ଆଜି ସୁଯୋଗ ମିଳିଛି ।"ଅଟଲଜୀ ଜଣେ ସଚ୍ଚା ଦେଶଭକ୍ତ ଥିଲେ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "
August 26th, 11:30 am
ମନ କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳଜୀଙ୍କୁ ସ୍ମରଣ କରି ତାଙ୍କ ଜୀବନର ବିଭିନ୍ନ ପଦକ୍ଷେପର ଗୁରୁତ୍ୱାରୋପ କରି ତାଙ୍କୁ ସଚ୍ଚା ଦେଶଭକ୍ତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱ ସଂସ୍କୃତ ଦିବସ ,ଗୁରୁଦିବସ ,ଏସୀୟ କ୍ରୀଡ଼ା ଏବଂ ସଂସଦର ମୌସୁମୀ ଅଧିବେଶନର ଉତ୍ପାଦକତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେରଳରେ ହୋଇଥିବା ପ୍ରବଳ ବନ୍ୟାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସଶସ୍ତ୍ର ବଳ ଏବଂ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଦ୍ୱାରା ସଂଚାଳିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଅଭିଯାନର ପ୍ରଶଂସା କରିଥିଲେ ।“ମନ୍ କି ବାତ୍”ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018
May 27th, 11:30 am
ନମସ୍କାର । “ମନ କି ବାତ୍” ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି ।ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
December 15th, 10:33 am
ସାଧାରଣତଃ ଦିପାବଳୀ ସହିତ ଶୀତ ଋତୁ ଆରମ୍ଭ ହୋଇଯାଇଥାଏ । ମାତ୍ର ବୈଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ଥଣ୍ଡା ମଧ୍ୟ ଏତେ ମାତ୍ରାରେ ଅନୁଭବ ହେଉ ନାହିଁ ।ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’’ କାର୍ଯ୍ୟକ୍ରମର 38ତମ ସଂସ୍କରଣ (26.11.2017)
November 26th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କିଛିଦିନ ପୂର୍ବରୁ ମୋତେ କର୍ଣ୍ଣାଟକର ଶିଶୁସାଥିମାନଙ୍କ ସହିତ ପରୋକ୍ଷ ବାର୍ତ୍ତାଳାପର ସୁଯୋଗ ମିଳିଲା ।ବ୍ରହ୍ମାକୁମାରୀ ପରିବାରର 80ତମ ବାର୍ଷିକ ଉତ୍ସବକୁ ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 26th, 06:11 pm
PM Narendra Modi, today addressed the 80th anniversary celebrations of the Brahma Kumaris family, via video conferencing. The Prime Minister appreciated the work done by the Brahma Kumaris institution in many fields, including in solar energy. He called for expanding the use of digital transactions to bring down corruption. The Prime Minister also touched upon themes such as Swachh Bharat, and LED lighting, and spoke of their benefits.