ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
March 10th, 07:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ଆତ୍ମାକୁ ଛୁଇଁବା ଭଳି ଗୀତ ଅନେକଙ୍କ ହୃଦୟକୁ ଛୁଇଁଥିଲା ଏବଂ ଏହା ଆମର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସଙ୍ଗୀତର ପରମ୍ପରାକୁ ସଂରକ୍ଷଣ କରିବା ସହ ଉତ୍ସବ ମନାଉଛି ।