ଉତ୍ତରାଖଣ୍ଡର ହରସିଲଠାରେ ଶୀତକାଳୀନ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 06th, 02:07 pm
ଏଠାର ସାମର୍ଥ୍ୟ ମୁଖ୍ୟମନ୍ତ୍ରୀ, ମୋର ଛୋଟ ଭାଇ ପୁଷ୍କର ସିଂହ ଧାମୀ ଜୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଜୟ ଟମ୍ଟା ଜୀ, ରାଜ୍ୟ ମନ୍ତ୍ରୀ ସତପାଲ ମହାରାଜ ଜୀ, ସଂସଦରେ ମୋର ସାଥି ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ଜୀ, ସଂସଦରେ ମୋର ସହଯୋଗୀ ମାଲା ରାଜ୍ୟ ଲକ୍ଷ୍ମୀ ଜୀ, ବିଧାୟକ ସୁରେଶ ଚୌହାନ ଜୀ, ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ।ଉତ୍ତରାଖଣ୍ଡର ହର୍ଷିଲରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
March 06th, 11:17 am
ଉତ୍ତରାଖଣ୍ଡର ହର୍ଷିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମସାଧ୍ୟ ଯାତ୍ରା ଓ ବାଇକ ରାଲି ଉଦଘାଟନ କରିବା ପରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖବାରେ ମା ଗଙ୍ଗାଙ୍କ ସେ ପୂଜା ଓ ଦର୍ଶନ କରିଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ମାନା ଗାଁରେ ହୋଇଥିବା ଦୁଃଖଦ ଘଟଣା ପ୍ରତି ସେ ସମବେଦନା ଜଣାଇଥିଲେ ଓ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ଏପରି ସଂକଟ ସମୟରେ ସାରା ଦେଶ ସେମାନଙ୍କ ସହ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।PM to Visit Uttarakhand on 6th March
March 05th, 11:18 am
PM Modi will visit Uttarakhand on 6th March. He will perform pooja and darshan at Maa Ganga’s winter seat in Mukhwa, flag off a trek and bike rally, and address a public gathering in Harsil. The Uttarakhand government’s Winter Tourism programme is boosting religious tourism, local businesses, and homestays, attracting thousands of devotees to the revered winter seats of the Char Dham.'Double-engine' government will help Uttarakhand reach new heights of development: PM
February 08th, 02:01 pm
Prime Minister Narendra Modi today addressed a virtual Vijay Sankalp Sabha in Uttarakhand's Udham Singh Nagar and Nainital. “First, I bow at the feet of the immortal martyr, Sardar Udham Singh Ji. Even after independence, from every village of Uttarakhand, our brave mothers have handed over their children to the nation's service, said PM Modi while addressing the virtual rally in the state.PM Modi addresses a virtual Vijay Sankalp Sabha in Uttarakhand's Udham Singh Nagar and Nainital
February 08th, 02:00 pm
Prime Minister Narendra Modi today addressed a virtual Vijay Sankalp Sabha in Uttarakhand's Udham Singh Nagar and Nainital. “First, I bow at the feet of the immortal martyr, Sardar Udham Singh Ji. Even after independence, from every village of Uttarakhand, our brave mothers have handed over their children to the nation's service, said PM Modi while addressing the virtual rally in the state.ଉତରାଖଣ୍ଡର ଦେହରାଡୁନରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 12:35 pm
ଉତରାଖଣ୍ଡ କା, ସଭି ଦାଣା ସୟାଣୌ, ଦିଦି- ଭୂଲିୟୈାଁ, ବଚ୍ଚି-ବୋଡିୟୋଁ ଔର ଭୈ-ବୈଣୋ। ଆପ ସବୁଥେଁ, ମ୍ୟାରୁ ପ୍ରଣାମ! ମିଥୈ ଭରୋସା ଛ, କି ଆପ ଲୋଗ କୁଶଲ ମଙ୍ଗଲ ହୋଲା! ମି ଆପ ଲୋଗୋଁ ଥେ ସେବା ଲଗୌଣ ଛୁ, ଆପ ସ୍ୱୀକାର କରା!ଡେରାଡୁନରେ ପ୍ରାୟ ୧୮ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
December 04th, 12:34 pm
ସେ ଅଞ୍ଚଳ ବାରମ୍ବାର ଭୂସ୍ଖଳନ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଯାତ୍ରାର ନିରାପତ୍ତା ପାଇଁ ସାତଟି ପ୍ରକଳ୍ପକୁ ଶ୍ରୀ ମୋଦୀ ଉଦ୍ଘାଟନ କରିଛନ୍ତି । ଏଥିମଧ୍ୟରେ ୫୮ନମ୍ବର ଜାତୀୟ ରାଜପଥରେ ଦେବପ୍ରୟାଗଠାରୁ ଶ୍ରୀକୋଟ ଓ ବ୍ରହ୍ମପୁରୀରୁ କୋଡିୟାଲା ପର୍ଯ୍ୟନ୍ତ ସଡକ ପ୍ରଶସ୍ତୀକରଣ ପ୍ରକଳ୍ପ, ନମୁନା ନଦୀ ଉପରେ ନିର୍ମିତ ୧୨୦ ମେଗାୱାଟ ବ୍ୟାସୀ ଜଳବିଦ୍ୟୁତ ପ୍ରକଳ୍ପ, ଡେରାଡୁନରେ ହିମାଳୟ ସଂସ୍କୃତି କେନ୍ଦ୍ର, ସୁଗନ୍ଧିଯୁକ୍ତ ସୁଗନ୍ଦ ପରୀକ୍ଷାଗାର(ସୁଗନ୍ଦ ଗୁଳ୍ମ ରାଜି କେନ୍ଦ୍ର) ଡେରାଡୁନ ।Corruption Must Be Eliminated At All Levels: PM Modi
December 27th, 09:55 pm
PM Modi addresses Parivartan Rally in Dehradun, Uttarakhand
December 27th, 09:54 pm
While addressing a Parivartan rally at Dehradun in Uttarakhand, Prime Minister Narendra Modi said that Uttarakhand can no longer wait for development. Shri Modi launched the Chardham highway development project and said that it is a fitting tribute to those who lost their lives in Kedarnath tragedy. The Prime Minister said the new project will improve connectivity to the Chardham pilgrimage centres. Shri Modi mentioned that facilities for pilgrims at Chardham Yatra centres were not adequate and due to that several devotees were unable to travel.