ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଇଂରାଜୀ ଅନୁବାଦ: ନୂତନ ସହଭାଗୀତା ଗଠନ ଏବଂ ଆନ୍ତର୍ଜାତିକ ଏକତାର ପୁନର୍ନିର୍ମାଣ
June 16th, 10:12 pm
ଆଜିର ବିଶ୍ୱ ପୂର୍ବ ଅପେକ୍ଷା ଅଧିକ ପରସ୍ପର ସଂଯୁକ୍ତ ଓ ପରସ୍ପର ନିର୍ଭରଶୀଳ। କୌଣସି ଦେଶର ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ଆଉ କେବଳ ସେହି ଦେଶର ସୀମା ମଧ୍ୟରେ ଘଟୁଥିବା ଘଟଣା ଉପରେ ନିର୍ଭର କରୁନାହିଁ। ଲୋକଙ୍କ ଯାତାୟାତ, ତଥ୍ୟ, ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟା ଆମ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି।ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଜି-୭ ଶିଖର ସମ୍ମିଳନୀରେ ‘ନୂତନ ସହଭାଗିତା ଗଠନ ଏବଂ ଅନ୍ତର୍ଜାତୀୟ ସଂହତି ପୁନଃନିର୍ମାଣ’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି
June 16th, 10:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଇଭିଆନରେ ଜି-୭ ଶିଖର ସମ୍ମିଳନୀରେ ‘ନୂତନ ସହଭାଗିତା ଗଠନ ଏବଂ ଅନ୍ତର୍ଜାତୀୟ ସଂହତି ପୁନଃନିର୍ମାଣ’ ଶୀର୍ଷକ ଆଲୋଚନା ଅଧିବେଶନରେ ସମ୍ବୋଧିତ କରିଛନ୍ତି ।ଶକ୍ତି ସୁରକ୍ଷା ଉପରେ G7 ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 11:15 am
G-7 ଶିଖର ସମ୍ମିଳନୀକୁ ଆମକୁ ନିମନ୍ତ୍ରଣ କରିବା ଏବଂ ଆମର ଭବ୍ୟ ସ୍ୱାଗତ ପାଇଁ ମୁଁ ପ୍ରଧାନମନ୍ତ୍ରୀ କାର୍ନିଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। G-7 ଗୋଷ୍ଠୀର ୫୦ ବର୍ଷ ପୂରଣର ଐତିହାସିକ ଅବସରରେ ମୁଁ ଆମର ସମସ୍ତ ବନ୍ଧୁଙ୍କୁ ଅଭିନନ୍ଦନ ଜଣାଉଛି।ଜି7 ଆଉଟରିଚ୍ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 18th, 11:13 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କନାନସ୍କିସରେ ଜି-7 ଶିଖର ସମ୍ମିଳନୀର ଆଉଟରିଚ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ସେ ‘ଶକ୍ତି ସୁରକ୍ଷା: ପରିବର୍ତ୍ତିତ ବିଶ୍ୱରେ ଉପଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରିବା ଲାଗି ବିବିଧକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି’ ବିଷୟ ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣ ପାଇଁ କାନାଡା ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କୁ ଧନ୍ୟବାଦ ଜଣାଇବା ସହିତ ଜି-7 ଯାତ୍ରାର ୫୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଥିଲେ।