India-New Zealand Joint Statement
July 11th, 07:59 am
At the invitation of New Zealand PM Christopher Luxon, PM Modi is on an official visit to Auckland, New Zealand, on 10 and 11 July 2026. The two Prime Ministers held discussions and decided to elevate the bilateral relationship to a 'Strategic Partnership'. They agreed to take bilateral ties to a new level, strengthen existing cooperation mechanisms and explore new avenues for deepening cooperation.ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ସେପ୍ଟେମ୍ବର ୨୩ରେ କରିବେ ଉଦ୍ଘାଟନ
September 21st, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେବେ ।