ଫିଡେ ୱିମେନ୍ସ ଗ୍ରାଣ୍ଡ ସ୍ୱିସ୍ 2025ର ବିଜୟୀ ବୈଶାଳୀ ରମେଶ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 16th, 09:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଶାଳୀ ରମେଶ ବାବୁଙ୍କୁ ‘ଫିଡେ ୱିମେନ୍ସ ଗ୍ରାଣ୍ଡ ସ୍ୱିସ୍ ୨୦୨୫’ର ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ତାଙ୍କର ଉତ୍ସାହ ଏବଂ ସମର୍ପଣ ଭାବନା ଉଦାହରଣ ଯୋଗ୍ୟ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ଶୁଭକାମନା ।”