PM chairs CCS Meeting to review the situation in context of ongoing West Asia Conflict
July 30th, 07:38 pm
Prime Minister Shri Narendra Modi today chaired a meeting of the Cabinet Committee on Security (CSS) to review the situation in the context of ongoing West Asia conflict and measures taken by various Ministries and Departments. This was the 4th special CCS meeting on the issue.Cabinet approves National Investment Policy for Urea-2026 for Atmanirbhar Bharat (NIPU-2026)
July 15th, 04:40 pm
The Union Cabinet, chaired by PM Modi, approved the National Investment Policy for Urea-2026 (NIPU-2026), a major step towards boosting domestic urea production by encouraging fresh investments in gas-based manufacturing and strengthening India's self-reliance.India-Indonesia Joint Statement on the State Visit by Prime Minister of India to Indonesia
July 07th, 05:15 pm
At the invitation of Indonesian President Prabowo Subianto, PM Modi is on a State Visit to Indonesia from 6-8 July 2026. PM Modi's visit reflects the shared commitment of the two leaders to achieve a substantial upward trajectory in the India-Indonesia Comprehensive Strategic Partnership. The two leaders held discussions at Istana Merdeka in Jakarta, covering the full spectrum of bilateral relations.ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 12:50 pm
ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।PM Modi launches multiple development projects worth around ₹1.06 lakh crore in Balotra, Rajasthan
July 04th, 12:30 pm
Addressing a public gathering in Balotra, Rajasthan, PM Modi highlighted Rajasthan's development journey, including the dedication of the Rajasthan Refinery, expansion of connectivity, water projects, renewable energy and employment initiatives. He also spoke about India's efforts to ensure energy security during the global crisis and reaffirmed the government's commitment to a self-reliant India.ଫଳାଫଳ ତାଲିକା: ଷୋଡଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ
July 02nd, 10:39 pm
ଏହି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସମେତ ଏଆଇ, ସ୍ୱଚ୍ଛ ଶକ୍ତି ଏବଂ ଔଷଧ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ମିଳିତ ସ୍ଥିରତା ବୃଦ୍ଧି ପାଇଁ ପ୍ରକଳ୍ପ-ଆଧାରିତ ସହଯୋଗକୁ ପ୍ରୋତ୍ସାହିତ କରିବ । ଭାରତ-ଜାପାନ ତଥ୍ୟ ପତ୍ର ୨.୦ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବର୍ଦ୍ଧିତ ଭାରତ-ଜାପାନ ମଧ୍ୟରେ ଜି୨ଜି ଏବଂ ବି୨ବି ସମ୍ପର୍କର ବର୍ଦ୍ଧିତ ପରିସରକୁ ରେଖାଙ୍କିତ କରୁଛି।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ "ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର" ଶୀର୍ଷକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 18th, 05:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର ଶୀର୍ଷକ ଆଲୋଚନା ଅଧିବେଶନକୁ ସମ୍ବୋଧିତ କରିଛନ୍ତି।ଜି୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
June 17th, 06:07 pm
ମୁଁ ଖୁସି ଯେ ଫ୍ରାନ୍ସର ଜି୭୦ ପ୍ରେସିଡେନ୍ସୀ ସମୟରେ ସହଭାଗୀ ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯେତେବେଳେ ବିଶ୍ୱ ଅନେକ ଅନିଶ୍ଚିତତା ଦେଇ ଗତି କରୁଛି, ଏହି ଫୋରମର ବାର୍ତ୍ତା ସମଗ୍ର ମାନବଜାତି ପାଇଁ ଗୁରୁତ୍ୱପୂର୍ଣ୍ଣ।କୃଷକଙ୍କ କଲ୍ୟାଣ, ଆଧୁନିକ କୃଷି ସୁବିଧା ଏବଂ କୃଷି କ୍ଷେତ୍ରକୁ ସଶକ୍ତ କରିବା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
June 11th, 04:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରିଛନ୍ତି ଯେ, ଆମର କୃଷକ ଭାଇ-ଭଉଣୀମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୋଷଣ ଏବଂ ସମୃଦ୍ଧିର ଆଧାର ଏବଂ ସରକାର ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପଗୁଡିକ ସେମାନଙ୍କର ଆୟକୁ ସୁରକ୍ଷିତ କରୁଛି ତଥା କୃଷିକୁ ସଶକ୍ତ କରୁଛି, ଏହାଛଡା ପ୍ରଧାନମନ୍ତ୍ରୀ-କୁସୁମ ଯୋଜନା ଦ୍ୱାରା ସୁଲଭ ସୌରଶକ୍ତି ଉପଲବ୍ଧ ହେଉଛି, ଯାହା ଦ୍ୱାରା କୃଷି ଖର୍ଚ୍ଚ ହ୍ରାସ ପାଉଛି ।ନରୱେ-ଭାରତ ବ୍ୟବସାୟ ଏବଂ ଗବେଷଣା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 18th, 11:49 pm
ଆଜି, ଆମେ ନରୱେ ଏବଂ ଭାରତର ବ୍ୟବସାୟ ଏବଂ ଗବେଷଣା ମୁଖ୍ୟ ମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇଛୁ। ଏତେ ବଡ଼ ସ୍ତରରେ ଏହି ଶିଖର ସମ୍ମିଳନୀର ଆୟୋଜନ କରିବା ପାଇଁ ମୁଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।ଭାରତ-ନରଓ୍ବେ ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
May 18th, 08:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସ୍ଲୋଠାରେ ଭାରତ-ନରଓ୍ବେ ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗଦେଇଥିଲେ। ଏଥିରେ ନରୱେର ଯୁବରାଜ ହାକନ୍ ଏବଂ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋର୍ ମଧ୍ୟ ଅଂଶଗ୍ରହଣ କରିଥିଲେ।୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି
May 13th, 03:23 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଅନୁମୋଦନ କରିଛି । ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ।ଗୁଜରାଟର ଭଦୋଦରାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ
May 11th, 06:15 pm
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।ଗୁଜୁରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 11th, 06:00 pm
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।ବିଶ୍ୱ ଆହ୍ବାନ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଅପିଲ
May 10th, 08:39 pm
ପ୍ରଧାନମନ୍ତ୍ରୀ ମୋଦୀ ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସାମ୍ପ୍ରତିକ ବିବାଦ ଏବଂ ଯୋଗାଣ ଶୃଙ୍ଖଳା ବ୍ୟାଘାତ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅର୍ଥନୈତିକ ଆହ୍ୱାନ ବିଷୟରେ କହିଥିଲେ ଏବଂ ଭାରତର ସହନଶୀଳତାକୁ ମଜବୁତ କରିବା ପାଇଁ ସାମୂହିକ ଜାତୀୟ ଦାୟିତ୍ୱବୋଧ ପାଇଁ ଆହ୍ୱାନ ଦେଇଥିଲେ । ଇନ୍ଧନ ବ୍ୟବହାର ହ୍ରାସ କରିବା, କାରପୁଲିଂକୁ ପ୍ରୋତ୍ସାହିତ କରିବା, ସାଧାରଣ ପରିବହନ ବ୍ୟବହାର କରିବା ଏବଂ ବୈଦ୍ୟୁତିକ ଯାନକୁ ପ୍ରାଥମିକତା ଦେବା ଏବଂ ଆମଦାନୀ ଉପରେ ଚାପ ହ୍ରାସ କରିବା ଏବଂ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ।People are fed up off Congress and BRS' politics of nepotism: PM Modi in Hyderabad
May 10th, 06:05 pm
PM Modi addressed a massive public rally in Hyderabad, Telangana, where he spoke on India’s rising global stature, the significance of BJP’s recent electoral victories and the country’s collective responsibility during ongoing global economic and geopolitical challenges.PM Modi’s massive rally in Hyderabad focuses on self-reliance and a Viksit Telangana
May 10th, 06:00 pm
PM Modi addressed a massive public rally in Hyderabad, Telangana, where he spoke on India’s rising global stature, the significance of BJP’s recent electoral victories and the country’s collective responsibility during ongoing global economic and geopolitical challenges.ବେଙ୍ଗାଲୁରୁରେ ‘ଆର୍ଟ ଅଫ୍ ଲିଭିଂ’ର 45ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 10th, 11:05 am
ଆଜିର ଏହି ସକାଳ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭବ ଆଣିଛି। ପିଲାମାନଙ୍କ ଦ୍ୱାରା ପାଠ କରାଯାଉଥିବା ବୈଦିକ ମନ୍ତ୍ର ସହିତ ସ୍ୱାଗତ, ଭଗବାନ ଶ୍ରୀ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ 70 ବର୍ଷ ପାଳନ ଏବଂ ଆର୍ଟ ଅଫ୍ ଲିଭିଂର 45 ବର୍ଷ , ଏହି ମୁହୂର୍ତ୍ତଗୁଡ଼ିକ ସର୍ବଦା ମୋ ସ୍ମୃତିରେ ରହିବ। ଏହି ସୁନ୍ଦର ଉତ୍ସବରେ ମୋତେ ନିମନ୍ତ୍ରଣ କରିଥିବା ଯୋଗୁଁ ମୁଁ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞ।କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ବର୍ଷ ଓ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ଦ୍ବାରା ଆଜିର ସକାଳଟି ସମୃଦ୍ଧ ହୋଇଛି। “ଏସବୁ କ୍ଷଣଗୁଡ଼ିକ ସବୁବେଳ ମୋ ମାନସପଟ୍ଟରେ ରହିବ’’ ସେ କହିଥିଲେ।