ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ୟୁରୋପୀୟ ୟୁନିଅନର ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସଂକ୍ରାନ୍ତ ଉଚ୍ଚ ପ୍ରତିନିଧି

April 21st, 06:41 pm

ୟୁରୋପୀୟ ୟୁନିଅନର ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସଂକ୍ରାନ୍ତ ଉଚ୍ଚ ପ୍ରତିନିଧି ସୁଶ୍ରୀ ଫେଡେରିକା ମୋଘେରିନୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।