ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
July 15th, 11:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଏବଂ ଦୃଢ଼ ମନୋଭାବ ଅନେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା । ପ୍ରଧାନମନ୍ତ୍ରୀ ତାଙ୍କୁ ଅବିଶ୍ୱସନୀୟ ଦୃଢ଼ତା ସହିତ ଏକ ଅସାଧାରଣ ଖେଳାଳି ଭାବରେ ପ୍ରଶଂସା କରିଛନ୍ତି ।