‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine

December 19th, 08:11 pm

PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.

Prime Minister Shri Narendra Modi addresses Closing Ceremony of the Second WHO Global Summit on Traditional Medicine

December 19th, 07:07 pm

PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.

ଲକ୍ଷ୍ନୌ ଠାରେ ଆଜାଦୀ @୭୫ ସମ୍ମିଳନୀ ଏବଂ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳ ପାଠ

October 05th, 10:31 am

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଏବଂ ଲକ୍ଷ୍ନୌର ହିଁ ସାଂସଦ, ମୋର ବରିଷ୍ଠ ସାଥୀ, ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ହରଦୀପ୍ସିଂହ ପୁରୀ ଜୀ, ମହେନ୍ଦ୍ରନାଥ ପାଣ୍ଡେ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବପ୍ରସାଦ ମୌର୍ଯ୍ୟ ଜୀ, ଶ୍ରୀ ଦିନେଶ ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀମାନ କୌଶଲ କିଶୋର ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ସାଂସଦ, ବିଧାୟକଗଣ, ଦେଶର ଭିନ୍ନ-ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ଆଦରଣୀୟ ମନ୍ତ୍ରୀଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ଉତ୍ତର ପ୍ରଦେଶର ମୋର ପ୍ରିୟ ଭଉଣୀ ଓ ଭାଇମାନେ!

ଲକ୍ଷ୍ନୌରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କଲେ @୭୫-ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ

October 05th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୦୫-୧୦-୨୦୨୧) ଲକ୍ଷ୍ନୌଠାରେ ଆଜାଦୀ@୭୫- ନୂତନ ସହରାଞ୍ଚଳ ଭାରତବର୍ଷ-ସହରୀ ଦୃଶ୍ୟପଟ ପରିବର୍ତ୍ତନ ସମ୍ମିଳନୀ ଓ ଏକ୍ସପୋ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ହରଦୀପ ସିଂ ପୁରୀ, ମହେନ୍ଦ୍ର ନାଥ ପାଣ୍ଡେ, କୌଶଳ କିଶୋର, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆବୁଧାବିର କ୍ରାଉନ ପ୍ରିନ୍ସ ଏଚ୍ ଏଚ୍‍ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ

September 03rd, 10:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର କ୍ରାଉନ୍ ଏଚ୍ ଏଚ୍‍ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ହୋଇଛି । ଦୁଇ ନେତା ଭାରତ-ୟୁଏଇର ବ୍ୟାପକ ରଣନୀତିକ ଭାଗିଦାରୀ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ଜାରି ଅଗ୍ରଗତିର ସକରାତ୍ମକ ଭାବରେ ମୂଲ୍ୟାଙ୍କନ କରିଛନ୍ତି । କୋଭିଡ -୧୯ ମହାମାରୀ ସମୟରେ ଭାରତୀୟ ସମ୍ପ୍ରଦାୟ ପାଇଁ ୟୁଏଇର ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଅକ୍ଟୋବର ୧, ୨୦୨୧ ରୁ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏକ୍ସପୋ -୨୦୨୦ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ତୃତୀୟ ଅକ୍ଷୟ ଶକ୍ତି-ନିବେଶ 2020 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 26th, 05:27 pm

ଇସ୍ରାଏଲର ମହାନୁଭବ ପ୍ରଧାନମନ୍ତ୍ରୀ, ନେଦରଲାଣ୍ଡର ମହାନୁଭବ ପ୍ରଧାନମନ୍ତ୍ରୀ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଏହି ସମ୍ମିଳନୀରେ ଯୋଗ ଦେଇଥିବା ମନ୍ତ୍ରୀଗଣ, ମୋର କ୍ୟାବିନେଟର ସହଯୋଗୀବୃନ୍ଦ, ମୁଖ୍ୟମନ୍ତ୍ରୀଗଣ, ଉପ ରାଜ୍ୟପାଳଗଣ ଏବଂ ବିଶିଷ୍ଟ ଅତିଥିବୃନ୍ଦ, ମୁଁ ନେଦରଲାଣ୍ଡର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ସୁଚିନ୍ତିତ ବାର୍ତ୍ତା ପ୍ରଦାନ ନିମନ୍ତେ ତାଙ୍କୁ ବିଶେଷ ଭାବେ ଧନ୍ୟବାଦ ଅର୍ପଣ କରୁଛି । ଏହା ଅତି ଆନନ୍ଦର ବିଷୟ ଯେ ଆପଣମାନେ ସମସ୍ତେ ଏହି ରି–ଇନଭେଷ୍ଟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଏତେ ସଂଖ୍ୟାରେ ଆଗ୍ରହର ସହ ଯୋଗ ଦେଇଛନ୍ତି । ପୂର୍ବବର୍ତ୍ତୀ ସଂସ୍କରଣମାନଙ୍କରେ, ଆମେ ଆମର ଯାତ୍ରା ସଂପର୍କରେ ସମସ୍ତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିଥିଲେ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମେଗାୱାଟରୁ ଗିଗାୱାଟକୁ କିଭଳି ଭାବେ ଯାତ୍ରା କରିହେବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆମେମାନେ ମଧ୍ୟ “ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ଼” ଉପରେ ଆଲୋଚନା କରିଥିଲେ । ଏହା ସୌରଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରି ଆଗକୁ ଆଗେଇ ନେବାରେ ସହାୟକ ହେବ । ଖୁବ୍‌ କମ୍‌ ସମୟ ମଧ୍ୟରେ ସେହିସବୁ ଯୋଜନାଗୁଡ଼ିକ ବାସ୍ତବତାରେ ରୂପାନ୍ତରୀତ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅକ୍ଷୟ ଶକ୍ତି ନିବେଶ ସମ୍ମିଳନୀ 2020 ଉଦ୍‌ଘାଟିତ

November 26th, 05:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟ ବିଶ୍ୱ ଅକ୍ଷୟ ଶକ୍ତି ନିବେଶ (ରିନ୍ୟୁଏବୁଲ ଏନର୍ଜି ଇନ୍‌ଭେଷ୍ଟମେଣ୍ଟ) ସମ୍ମିଳନୀ ଏବଂ ଏକ୍ସପୋ 2020କୁ ଉଦ୍‌ଘାଟନ କରିଛନ୍ତି । ସଂକ୍ଷେପରେ ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ 2020 ନାମରେ ପରିଚିତ ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟିତ ହୋଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଚଳିତବର୍ଷର ଏହି ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ ସମ୍ମିଳନୀର ବାର୍ତ୍ତା ହେଉଛି ନିରନ୍ତର ଉର୍ଜ୍ଜା ହାସଲ ପାଇଁ ନବସୃଜନ (ଇନୋଭେସନ ଫର୍‌ ସଷ୍ଟେନେବୁଲ ଏନର୍ଜି ଟ୍ରାନ୍‌ଜିସନ) ।

"ଅସ୍ତାନା ଏକ୍ସପୋ 2017 ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ "

June 09th, 07:46 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନରେ ଅସ୍ତାନା ଏକ୍ସପୋ 2017 ର ଉଦ୍ଘାଟନ ସମାରୋହରେ ଯୋଗଦେଇଛନ୍ତି । ଏହି ଏକ୍ସପୋର ମୁଖ୍ୟ ବିଷୟ-''ଫ୍ୟୁଚର ଏନେର୍ଜି''।