Prime Minister Invites everyone to Join #ParikshaPeCharcha26

February 05th, 09:56 pm

Prime Minister Shri Narendra Modi invited everyone to join #ParikshaPeCharcha26 to be held tomorrow, 6th February at 10 AM. He highlighted that this year’s edition will feature very interesting topics relating to examinations, notably the importance of remaining stress free and focusing on learning. The Prime Minister emphasized that this platform has always been one he enjoys, as it provides him with the opportunity to interact with bright minds from across the country.

ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ମତାମତ ଗ୍ରହଣ କରିଛନ୍ତି

January 07th, 07:05 pm

ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ଭାବିନିମୟ କରିବେ।

Prime Minister congratulates everyone who has cleared the CBSE Class XII and X examinations

May 13th, 02:36 pm

The Prime Minister, Shri Narendra Modi congratulated everyone who has cleared the CBSE Class XII and X examinations, today. This is the outcome of your determination, discipline and hard work. Today is also a day to acknowledge the role played by parents, teachers and all others who have contributed to this feat, Shri Modi added.

PM Modi guides students on balancing Exam Preparations with a Healthy Lifestyle.

January 29th, 05:53 pm

Prime Minister Narendra Modi engaged in interactive sessions with students, teachers, and parents during the 7th edition of Pariksha Pe Charcha and held insightful discussions on the crucial aspect of maintaining a healthy lifestyle while preparing for exams.

The bond between students and teachers must be beyond syllabus and curriculum: PM Modi

January 29th, 11:26 am

PM Modi interacted with students, teachers and parents at Bharat Mandapam in New Delhi today during the 7th edition of Pariksha Pe Charcha (PPC). PM Modi urged the students to prepare themselves in advance to deal with stress and pressure situations. He said that students should possess the ability of standing firm against adverse situations and challenges.

PM interacts with students, teachers and parents during Pariksha Pe Charcha 2024

January 29th, 11:25 am

PM Modi interacted with students, teachers and parents at Bharat Mandapam in New Delhi today during the 7th edition of Pariksha Pe Charcha (PPC). PM Modi urged the students to prepare themselves in advance to deal with stress and pressure situations. He said that students should possess the ability of standing firm against adverse situations and challenges.

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 12th, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଞ୍ଚଳିକ ଭାଷାରେ ନିଯୁକ୍ତି ପରୀକ୍ଷା ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 19th, 03:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ସରକାରୀ ଚାକିରି ପାଇଁ କର୍ମଚାରୀ ଚୟନ ଆୟୋଗ ମଲ୍ଟିଟାସ୍କିଂ ଷ୍ଟାଫ (ଏସଏସସି ଏମଟିଏସ) ପରୀକ୍ଷା ଓ ସିଏଚଏସଏଲଇ ପରୀକ୍ଷା ଆୟୋଜନ ଉପକ୍ରମକୁ ପ୍ରଶଂସା କରିଛନ୍ତି । ଏହା ଭାଷାଜନିତ ସମସ୍ୟା ଏଡାଇବା ସହ ଯୁବପୀଢିଙ୍କୁ ସମାନ ଅବସର ପ୍ରଦାନ କରିବ ।

ପ୍ରତିଯୋଗିତାମୂଳକ ପରୀକ୍ଷାରେ ଡିଜିଟାଲ୍ ଲାଇବ୍ରେରୀ ଜ୍ଞାନ କେନ୍ଦ୍ର ପିଲାମାନଙ୍କୁ ବହୁତ ଉପକୃତ କରିବ: ପ୍ରଧାନମନ୍ତ୍ରୀ

February 28th, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଡିଜିଟାଲ ଲାଇବ୍ରେରୀ ଜ୍ଞାନ କେନ୍ଦ୍ର ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନଙ୍କୁ ବହୁତ ଉପକୃତ କରିବ ।

‘ଏଗଜାମ ୱାରିୟର୍ସ’ ପୁସ୍ତିକାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା: ପ୍ରଧାନମନ୍ତ୍ରୀ

February 25th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା ଏଗଜାମ ୱାରିୟର୍ସ ପୁସ୍ତିକାର ଉଦ୍ଦେଶ୍ୟ । ଶ୍ରୀ ମୋଦୀ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଝାଡଖଣ୍ଡ, କୋଦର୍ମାର ଏକ ସ୍କୁଲର ଛାତ୍ରଛାତ୍ରୀମାନେ ଏକଜାମ ୱାରିୟର୍ସ ପୁସ୍ତିକା ପଢି ନିଜକୁ ପରୀକ୍ଷା ସମ୍ପର୍କିତ ଚିନ୍ତାରୁ ମୁକ୍ତ ରଖିପାରିଛନ୍ତି ।

“ପରୀକ୍ଷା ପେ ଚର୍ଚ୍ଚା ୨ଠ୨୩”ରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 27th, 11:15 am

ବୋଧହୁଏ ଏହି ଥଣ୍ଡାରେ ପ୍ରଥମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି । ସାଧାରଣତଃ ଏହା ଫେବ୍ରୁଆରୀରେ କରାଯାଇଥାଏ; କିନ୍ତୁ ବର୍ତ୍ତମାନ ଚିନ୍ତା ଆସିଛି ଯେ ଆପଣ ସମସ୍ତେ ୨୬ ଜାନୁଆରୀର ଲାଭ ମଧ୍ୟ ପାଇବା ଉଚିତ, ବାହାର ଲୋକ ମଧ୍ୟ ଏହାର ଫାଇଦା ଉଠାଇଲେ, ନୁହେଁ କି? କର୍ତ୍ତବ୍ୟ ପଥରେ ଗଲେ । ଏହା କେମିତି ଥିଲା? ବହୁତ ଭଲ ଲାଗିଲା । ଘରକୁ ଯିବା ପରେ ତୁମେ କ’ଣ କହିବ? କିଛି କହିବ ନାହିଁ । ଭଲ ସାଥୀମାନେ, ମୁଁ ଅଧିକ ସମୟ ନେବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ କହିବି ଯେ ପରୀକ୍ଷା ଉପରେ ଆଲୋଚନା କରିବା ମଧ୍ୟ ମୋର ଗୋଟିଏ ପରୀକ୍ଷା ।

ପରୀକ୍ଷା ପେ ଚର୍ଚ୍ଚା ୨ଠ୨୩ରେ ପରୀକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

January 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ସହିତ ମତ ବିନିମୟ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହି ଷ୍ଟାଡିୟମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟ ଆଧାରିତ ସାମଗ୍ରୀ ସ୍ଥାନିତ ହୋଇଛି । ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ବିଚାର ପ୍ରସ୍ତୁତ ଏବଂ ଏଥିରେ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଜୀବନ ଓ ଶିକ୍ଷା ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଶ୍ରୀ ମୋଦୀ ବିଗତ ଛ’ ବର୍ଷ ଧରି ଆଲୋଚନା, ମତ ବିନିମୟ କରି ଆସୁଛନ୍ତି । ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଶ୍ୱର ୧୫୫ ଦେଶରୁ ୩୮.୮୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ ।

‘ଏଗଜାମ ୱାରିୟର୍ସ’ ଏବେ ୧୩ଟି ଭାଷାରେ ଉପଲବ୍ଧ

January 21st, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରୀକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକୁ ନେଇ ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ଏବେ ୧୩ଟି ଭାଷାରେ ଉପଲବ୍ଧ ହୋଇଛି ।

ସିବିଏସ୍‍ଇ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 22nd, 05:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିବିଏସ୍‌ଇ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସିଭିଲ୍ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 30th, 04:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଭିଲ ସର୍ଭିସେସ୍ (ମୁଖ୍ୟ) ପରୀକ୍ଷା, ୨୦୨୧ ରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏପ୍ରିଲ ୧୨ ତାରିଖରେ ଗୁଜୁରାଟର ଅଦାଲଜରେ ଶ୍ରୀ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ସୌଧର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

April 11th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୨ ତାରିଖରେ ଗୁଜୁରାଟର ଅଦାଲଜ ଠାରେ ଶ୍ରୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଛାତ୍ରାବାସ ଏବଂ ଶିକ୍ଷା ସୌଧର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନସହାୟକ ଟ୍ରଷ୍ଟର ହୀରାମଣି ଆରୋଗ୍ୟଧାମର ଭୁମିପୂଜନ ମଧ୍ୟ କରିବେ ।

ଜଣେ କିପରି ଉତ୍ପାଦକତାକୁ ଉନ୍ନତ କରିପାରିବ? ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି...

April 01st, 08:04 pm

ପରୀକ୍ଷା ପେ ଚର୍ଚ୍ଚା' କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ପାଦକତା ବୃଦ୍ଧି ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା। ଦଶମ ଶ୍ରେଣୀର ଛାତ୍ରୀ ଶ୍ୱେତା କୁମାରୀ କହିଛନ୍ତି, ଯଦିଓ ରାତିରେ ପାଠପଢ଼ା ଭଲ ହୋଇଥାଏ, ତଥାପି ଦିନରେ ପଢ଼ିବାକୁ କୁହାଯାଇଥାଏ। ଅନ୍ୟ ଜଣେ ଛାତ୍ର ରାଘବ ଯୋଶୀଙ୍କ ମନରେ ଦ୍ୱନ୍ଦ୍ୱ ଥିଲା ପ୍ରଥମେ ଖେଳିବା ପରେ ପାଠ ପଢ଼ିବା ନା କିମ୍ବା ଏହାର ବିପରୀତ ।

ପରୀକ୍ଷା ପାଇଁ ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟିପ୍ସ...

April 01st, 07:54 pm

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ଏକ ପ୍ରଶ୍ନ ଉଠୁଛି - ସ୍ମରଣ ଶକ୍ତିକୁ କିପରି ବୃଦ୍ଧି - 'ପରିକ୍ଷା ପେ ଚର୍ଚ୍ଚା' ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିଲା । ଖମ୍ମମ, ତେଲେଙ୍ଗାନାର ଅନୁଷା ଏବଂ ଗାୟତ୍ରୀ ସକ୍ସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ମରଣ ଶକ୍ତିକୁ ମଜବୁତ କରିବା ବିଷୟରେ ପଚାରିଥିଲେ।

ଛାତ୍ରଛାତ୍ରୀମାନଙ୍କ ଜୀବନରେ ଉତ୍ସାହିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟିପ୍ସ

April 01st, 07:50 pm

ଦିଲ୍ଲୀର ବୈଭବ କନୌଜିଆ, ସୁଜିତ କୁମାର ପ୍ରଧାନ ଓଡିଶାର ଜଣେ ଅଭିଭାବକ , ଜୟପୁରର କୋମାଲ ଶର୍ମା ଏବଂ ଦୋହାର ଆରୋନ ଇବେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରୀକ୍ଷା ପାଇଁ କିପରି ଉତ୍ସାହିତ ରହିବେ ସେ ବିଷୟରେ ପଚାରିଥିଲେ।

ପରୀକ୍ଷା ଏବଂ ପିତାମାତାଙ୍କ ଚାପକୁ ଭୟ କରୁଛନ୍ତି କି? କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସରଳ ମନ୍ତ୍ରଗୁଡ଼ିକୁ ଅନୁସରଣ କରନ୍ତୁ ...

April 01st, 07:45 pm

ଯୁବ ଛାତ୍ରୀ ରୋଶନୀ ଏବଂ କିରଣ ପ୍ରୀତ କୌର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲେ ଯେ ଫଳାଫଳ ବିଷୟରେ ପରିବାରର ଆଶାକୁ କିପରି ମୁକାବିଲା କରାଯିବ ଏବଂ ଉତ୍ସବମୁଖର ପରିବେଶରେ ପରୀକ୍ଷା ଦେବେ କି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଥିଲେ ଏବଂ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କୁ ତାଙ୍କ ସ୍ୱପ୍ନ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।