ଉନ୍ନତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଅବସରପ୍ରାପ୍ତ ସୈନିକଙ୍କ ଜୀବନର ମାନରେ ଉନ୍ନତି ହେବ : ପ୍ରଧାନମନ୍ତ୍ରୀ
August 11th, 08:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅବସରପ୍ରାପ୍ତ ସୈନିକଙ୍କ ପାଇଁ କଲ୍ୟାଣ ଯୋଜନାକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ଏହି ପଦକ୍ଷେପ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।