President of the European Commission Ursula von der Leyen conveys warm birthday greetings to Prime Minister Modi
September 17th, 07:09 pm
Prime Minister Shri Narendra Modi received a telephone call from the President of the European Commission H.E. Ursula von der Leyen today.ୟୁରୋପିଆନ୍ କମିଶନର ଅଧ୍ୟକ୍ଷ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ଭାରତ ଗସ୍ତ (ଫେବୃଆରୀ ୨୭-୨୮, ୨୦୨୫)
February 28th, 06:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପିଆନ କମିଶନର ପ୍ରେସିଡେଣ୍ଟ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୟୁରୋପୀୟ ସଂଘ-ଭାରତର ରଣନୈତିକ ଭାଗିଦାରୀ ସେମାନଙ୍କ ଜନସାଧାରଣ ଏବଂ ବିଶ୍ୱ କଲ୍ୟାଣ ପାଇଁ ବୃହତ୍ ଲାଭ ପ୍ରଦାନ କରିଛି । ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ୨୦ ବର୍ଷ ଏବଂ ଭାରତ-ଇସି ସହଯୋଗ ଚୁକ୍ତିର ୩୦ ବର୍ଷରୁ ଅଧିକ ସମୟକୁ ଆଧାର କରି ସେମାନେ ଏହି ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବାକୁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି
February 12th, 03:22 pm
ଫ୍ରାନ୍ସର ରାଷ୍ଟ୍ରପତି ମହାମାନ୍ୟ ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆକ୍ସନ୍ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ବ୍ଲେଚଲେ ପାର୍କ (ନଭେମ୍ବର ୨୦୨୩) ଏବଂ ସିଓଲ୍ (ମେ ୨୦୨୪) ଶିଖର ସମ୍ମିଳନୀ ସମୟରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ନିର୍ମାଣ କରିବା ପାଇଁ ରାଷ୍ଟ୍ରମୁଖ୍ୟ ଏବଂ ସରକାର, ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ, କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ, ଶିକ୍ଷା, ବେସରକାରୀ ସଂଗଠନର ପ୍ରତିନିଧି, କଳାକାର ଏବଂ ନାଗରିକ ସମାଜର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ବୈଶ୍ୱିକ ଏଆଇ କ୍ଷେତ୍ର ଯେପରି ଜନସ୍ୱାର୍ଥରେ ଲାଭଦାୟକ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଫଳାଫଳ ଆଣିପାରିବ, ତାହା ସୁନିଶ୍ଚିତ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ। ଫ୍ରାନ୍ସର ଏଆଇ ଆକ୍ସନ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତର ପରବର୍ତ୍ତୀ ଏଆଇ ଶିଖର ସମ୍ମିଳନୀ ଆୟୋଜନକୁ ଫ୍ରାନ୍ସ ସ୍ୱାଗତ କରିଛି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିଚେଲଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ
August 31st, 08:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍ ଯୋଗେ ୟୁରୋପୀୟ ପରିଷଦର ସଭାପତି ମହା ମହିମ ଚାର୍ଲ୍ସ ମିଚେଲଙ୍କ ସହିତ କଥା ହୋଇଛନ୍ତି ।Phone call between Prime Minister Shri Narendra Modi and H.E. Emmanuel Macron, President of the French Republic
May 26th, 08:27 pm
Prime Minister Shri Narendra Modi had a phone call today with H. E. Emmanuel Macron, President of the French Republic.ଭାରତ-ୟୁରୋପୀୟ ସଂଘ ନେତାଙ୍କ ସମ୍ମିଳନୀ
May 08th, 08:20 pm
ୟୁରୋପିଆନ କାଉନସିଲର ସଭାପତି ଚାର୍ଲସ ମାଇକେଲଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ୟୁରୋପୀୟ ସଂଘ (ଇୟୁ) ନେତାଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ମେ ୮ରେ ଭାରତ-ଇୟୁ ନେତୃବୃନ୍ଦ ବୈଠକ
May 06th, 06:25 pm
ୟୁରୋପୀୟ ପରିଷଦ ସଭାପତି ଶ୍ରୀ ଚାର୍ଲସ ମିସେଲଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଆସନ୍ତା ୮ତାରିଖ ଦିନ ୟୁରୋପୀୟ ପରିଷଦର ବୈଠକରେ ଯୋଗଦେବେ ।Phone call between Prime Minister Shri Narendra Modi and H.E. Charles Michel, President of the European Council
May 07th, 07:42 pm
PM Narendra Modi had a phone call with H.E. Charles Michel, President of the European Council. The two leaders discussed the situation of and responses to the COVID-19 pandemic in India and the European Union.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ୟୁରୋପୀୟ ଉଚ୍ଚ ପ୍ରତିନିଧି (ଏଚଆରଭିପି) ଉପସଭାପତି ମହାମହୀମ ଯୋଶେପ ବୋରେଲ ଫ୍ରଣ୍ଟିଲେସ
January 17th, 09:13 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁରୋପୀୟ ଉଚ୍ଚ ପ୍ରତିନିଧି (HRVP) ଉପସଭାପତି ମହାମହୀମ ଯୋଶେପ ବୋରେଲ ଫ୍ରଣ୍ଟିଲେସ ସାକ୍ଷାତ କରିଛନ୍ତି । ମି. ବୋରେଲ ଜାନୁଆରୀ 16 ରୁ 18 ଭାରତ ଗସ୍ତରେ ଅଛନ୍ତି । ସେ ଗତ କାଲି ରାଇସିନା ଆଲୋଚନା 2020ରେ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଛନ୍ତି । 1 ଡିସେମ୍ବର 2019ରେ ଏଚଆରଭିପିର ଦାୟିତ୍ୱ ଗ୍ରହଣ କରିବା ପରେ ୟୁରୋପୀୟ ୟୁନିଅନ ବାହାରକୁ ଏହା ତାଙ୍କର ପ୍ରଥମ ଗସ୍ତ ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଚାର୍ଲ୍ସ ମିଶେଲଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 20th, 09:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲ୍ସ ମିଶେଲ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।ୟୁରୋପିଆନ କମିଶନର ରାଷ୍ଟ୍ରପତି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
December 02nd, 07:48 pm
ୟୁରୋପିଆନ କମିଶନର ରାଷ୍ଟ୍ରପତି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।ନୂଆଦିଲ୍ଲୀରେ ଚତୁର୍ଦ୍ଦଶ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ସ୍ୱାକ୍ଷରିତ ରାଜିନାମା ତାଲିକା (ଅକ୍ଟୋବର 06, 2017)
October 06th, 02:58 pm
ନୂଆଦିଲ୍ଲୀରେ ଚତୁର୍ଦ୍ଦଶ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ସ୍ୱାକ୍ଷରିତ ରାଜିନାମା ତାଲିକା (ଅକ୍ଟୋବର 06, 2017)Press statement by PM during India-EU Summit
October 06th, 02:45 pm
PM Narendra Modi met Mr. Donald Tusk, President of European Council and Mr. Jean-Claude Juncker, President, European Commission today and reviewed bilateral and strategic partnership. During the joint press statements, PM Modi expressed India's will to further enhance ties with the European Union at global level.Terrorism a challenge to entire humanity: PM Modi in Brussels
March 31st, 02:01 am
India is the lone light of hope amidst global slowdown: PM Modi at Community event in Brussels
March 31st, 02:00 am
PM Modi attends 13th India-EU Summit
March 30th, 10:28 pm
A combination of Belgian capacities & India’s economic growth can produce promising opportunities for both sides: PM
March 30th, 07:13 pm
Nothing is impossible, once efforts are coordinated: PM
March 30th, 07:12 pm
PM Modi pays homage to Brussels terror attack victims
March 30th, 05:00 pm
PM Modi meets leading Belgian Indologists in Brussels
March 30th, 03:45 pm