India–European Union cooperation is a partnership for the global good: PM Modi
January 27th, 01:30 pm
At the joint press meet with European Commission President & European Council President, PM Modi remarked that India-EU partnership is reaching new heights based on shared democratic values, economic synergy and strong people-to-people ties. He noted that the India-EU FTA will help farmers and small industries access European markets, create new opportunities in manufacturing and further strengthen cooperation between our services sectors.ସାଇପ୍ରସ୍ ଓ ଭାରତ ମଧ୍ୟରେ ବ୍ୟାପକ ସହଭାଗିତା କାର୍ଯ୍ୟାନ୍ୱୟନ ଉପରେ ମିଳିତ ଘୋଷଣାନାମା
June 16th, 03:20 pm
୧୫ ରୁ ୧୬ ଜୁନ୍ ୨୦୨୫ ଯାଏ ସାଇପ୍ରସକୁ ସରକାରୀ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଇପ୍ରସ୍ର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସାଇପ୍ରସ୍ ଗସ୍ତ। ଶ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଏକ ମାଇଲଖୁଣ୍ଟ ଯାହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ସ୍ଥାୟୀ ବନ୍ଧୁତାକୁ ଦୋହରାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ସହଭାଗୀ ଇତିହାସ ନୁହେଁ, ବରଂ ଏକ ମିଳିତ ରଣନୀତିକ ଦୂରଦୃଷ୍ଟି, ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗିତାକୁ ପ୍ରଦର୍ଶିତ କରୁଛି।