ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ ଛାରୀ-ଧାଣ୍ଡରେ ନୂତନ ରାମସର ସ୍ଥଳଗୁଡ଼ିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
January 31st, 10:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାହ (ଉତ୍ତର ପ୍ରଦେଶ)ରେ ଥିବା ପାଟନା ପକ୍ଷୀ ଅଭୟାରଣ୍ୟ ଏବଂ କଚ୍ଛ (ଗୁଜରାଟ)ରେ ଥିବା ଛାରୀ-ଧାଣ୍ଡକୁ ରାମସର ତାଲିକାରେ ସାମିଲ ହେବାକୁ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଏବଂ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସ୍ୱୀକୃତି ଜୈବିବିଧତାର ସଂରକ୍ଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଥାଏ।ଉତ୍ତରପ୍ରଦେଶର ଏତାହ ଦୁର୍ଘଟଣାରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ପୀଡିତଙ୍କ ପାଇଁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା
May 05th, 01:14 pm
ଉତ୍ତରପ୍ରଦେଶର ଏତାହ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ମୃତ ବ୍ୟକ୍ତି ମାନଙ୍କ ପରିବାରକୁ 2 ଲକ୍ଷ ଏବଂ ଆହତ ବ୍ୟକ୍ତି ମାନଙ୍କୁ 50,000 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।ଉତ୍ତରପ୍ରଦେଶର ଇଟାରେ ସଡକ ଦୁର୍ଘଟଣା ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
January 19th, 03:08 pm
Shri Narendra Modi has expressed pain over the loss of lives in road accident in Etah district of UP. Anguished by the tragic accident in UP’s Etah district. I share the pain of the bereaved families and condole passing away of young children. I pray that those injured in the accident in Etah recover at the earliest, the Prime Minister said.