ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଲେଖକ ବିନୋଦ ଭଟ୍ଟଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି

May 23rd, 03:34 pm

ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଲେଖକ ବିନୋଦ ଭଟ୍ଟଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,'' ଶ୍ରୀ ବିନୋଦ ଭଟ୍ଟ ଶବ୍ଦର ଯାଦୁଗର ଥିଲେ । ହାସ୍ୟ ଏବଂ ବ୍ୟଙ୍ଗ ସେଥିରେ ସ୍ୱାଭାବିକ ଥିଲା । ତାଙ୍କ ଦ୍ୱାରା କରାଯାଇଥିବା କାମ ଲୋକମାନଙ୍କ ଚେହେରାରେ ହସ ଆଣି ରହିବ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖ ଲାଗିଲା । ଦୁଃଖର ଏହି ସମୟରେ ମୋର ସମବେଦନା ତାଙ୍କ ପରିଜନଙ୍କ ସହିତ ଅଛି ।