ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।ଦୀର୍ଘସ୍ଥାୟୀ ବିକାଶ ଏବଂ ଶକ୍ତି ସଂକ୍ରମଣ ଉପରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 20th, 01:40 am
ଆଜି ଅଧିବେଶନର ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ, ଆମର ଭାବୀ ପିଢ଼ିର ଭବିଷ୍ୟତ ସହ ଯୋଡ଼ି ହୋଇ ରହିଛି । ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ଏସଡିଜିକୁ ଗତି ଦେବା ପାଇଁ ଆମେ ବାରାଣସୀ କାର୍ଯ୍ୟକାରିତା ଯୋଜନାକୁ ଆଦରିଥିଲୁ ।ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 20th, 01:34 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ‘ଦୀର୍ଘସ୍ଥାୟୀ ବିକାଶ ଓ ଇନ୍ଧନ ପରିବର୍ତ୍ତନ’ ପ୍ରସଙ୍ଗରେ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ ଏବଂ ଶକ୍ତି ଦକ୍ଷତା ହାରକୁ ଦୁଇ ଗୁଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦୀର୍ଘସ୍ଥାୟୀ ବିକାଶକୁ ଅଗ୍ରାଧିକାର ଦେବାକୁ ବ୍ରାଜିଲର ନିଷ୍ପତ୍ତିକୁ ସେ ସ୍ୱାଗତ କରିଥିଲେ ।