Key highlights of Prime Minister Shri Narendra Modi’s address from the ramparts of the Red Fort on the occasion of the 80th Independence Day

August 15th, 04:44 pm

PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.

ପରିବର୍ତ୍ତନର ୧୨ ବର୍ଷ: ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ପ୍ରଗତିକୁ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

August 15th, 01:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଗତ ୧୨ ବର୍ଷ ମଧ୍ୟରେ ଭାରତର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଉତ୍ପାଦନ, ଡିଜିଟାଲ୍ ଭିତ୍ତିଭୂମି, ମୌଳିକ ସୁବିଧା, ଶକ୍ତି ସୁରକ୍ଷା, ଯୁବ ସଶକ୍ତିକରଣ, ନବସୃଜନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥିବା ପ୍ରଗତିର ରୂପରେଖ ପ୍ରସ୍ତୁତ କରିଥିଲେ।

ସେଚେଲ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ୍‌ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି

June 28th, 02:02 pm

ତାଙ୍କ ଦ୍ୱାରା “Guardian of the Blue Horizon” ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଏବଂ ୧୪୦ କୋଟି ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ମୁଁ ଏହି ସମ୍ମାନକୁ ନମ୍ରତାର ସହ ଗ୍ରହଣ କରି, ସେହି ସମସ୍ତ ଦେଶକୁ ସମର୍ପିତ କରୁଛି, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ବିରୋଧରେ ଲଢୁଛନ୍ତି ଏବଂ ପରିବେଶ ସୁରକ୍ଷାକୁ ଆଗାମୀ ପିଢ଼ି ପ୍ରତି ନିଜର ଦାୟିତ୍ୱ ବୋଲି ମନେ କରୁଛନ୍ତି।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19th, 11:53 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୨୦ ଜୁନ୍ ୨୦୨୬ରେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ରହିବେ ଯାହା ରାଜ୍ୟ ପାଇଁ ଏକ ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ।

ଜୟପୁର ମେଟ୍ରୋ ପର୍ଯ୍ୟାୟ-୨କୁ କ୍ୟାବିନେଟ୍‌ ମଞ୍ଜୁରୀ

April 08th, 04:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଜୟପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛନ୍ତି। ଏହି ପର୍ଯ୍ୟାୟରେ, ୧୩,୦୩୭.୬୬ କୋଟି ଟଙ୍କା ବ୍ୟୟରେ ୪୧ କିଲୋମିଟର ଲମ୍ବ ଉତ୍ତର-ଦକ୍ଷିଣ ମେଟ୍ରୋ କରିଡର ନିର୍ମାଣ କରାଯିବ। ପ୍ରହଲ୍ଲାଦପୁରାରୁ ତୋଡ଼ି ମୋଡ ପର୍ଯ୍ୟନ୍ତ ବିସ୍ତୃତ ଏହି ରୁଟରେ ୩୬ଟି ଷ୍ଟେସନ ରହିବ। ଏହି ପ୍ରକଳ୍ପ - ଭାରତ ସରକାର ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ୫୦:୫୦ ପୁଞ୍ଜି ସହଭାଗୀତା ସହିତ ଏକ ଯୌଥ ଉଦ୍ୟମ - ରାଜସ୍ଥାନ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ (ଆରଏମଆରସିଏଲ୍) ଦ୍ୱାରା କାର୍ଯ୍ୟକାରୀ କରାଯିବ।

ମତୁଆ ଧର୍ମ ମେଳାର ଭକ୍ତ ଏବଂ ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 16th, 01:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତୁଆ ଧର୍ମ ମେଳାର ସମସ୍ତ ଭକ୍ତ ଏବଂ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ୱତନ୍ତ୍ର ଅବସରଟି ପୂର୍ଣ୍ଣ ବ୍ରହ୍ମ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀ ସହିତ ଜଡ଼ିତ। ମୁଁ ତାଙ୍କୁ ମୋର ନମ୍ର ପ୍ରଣାମ ଅର୍ପଣ କରୁଛି। ତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଅନେକ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରୁଛି। ସେମାନେ ମର୍ଯ୍ୟାଦା, ସମାନତା ଏବଂ ଭକ୍ତି ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନକୁ ଜାଗ୍ରତ କରିଥିଲେ। ସେ ପିଢ଼ିକୁ ଧାର୍ମିକତା, ସୌହାର୍ଦ୍ଦ୍ୟ ଏବଂ ସାମୂହିକ ଉନ୍ନତିର ପଥରେ ଚାଲିବା ପାଇଁ ପ୍ରେରିତ କରିଥିଲେ , ବୋଲି ଶ୍ରୀ ମୋଦୀ କହିଥିଲେ।

ଜାତୀୟ ବିଜ୍ଞାନ ଦିବସ ଅବସରରେ ଜାତୀୟ ବିକାଶ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ

February 28th, 10:08 am

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଜାତୀୟ ବିଜ୍ଞାନ ଦିବସରେ, ଆମେ ଗବେଷଣା, ନବସୃଜନ ଏବଂ ବୈଜ୍ଞାନିକ କୌତୁହଳର ଉତ୍ସାହକୁ ପାଳନ କରୁ ଯାହା ଆମ ଦେଶକୁ ଆଗକୁ ନେଉଛି।

ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ବାଳିକାମାନଙ୍କ ମର୍ଯ୍ୟାଦା, ସୁଯୋଗ ଏବଂ ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

January 24th, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟେକ ଝିଅ ଯେପରି ମର୍ଯ୍ୟାଦା, ସୁଯୋଗ ଏବଂ ଆଶାର ଜୀବନଯାପନ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୯ତମ ସ୍ୱାଧୀନତା ଦିବସ ଅଭିଭାଷଣ : ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି

August 15th, 11:58 am

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ।

Today, when one sees India, then they can be rest assured that Democracy can deliver: PM at ABP Network India@2047 Summit

May 06th, 08:04 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

Prime Minister Shri Narendra Modi addresses ABP Network India@2047 Summit

May 06th, 08:00 pm

PM Modi, at the ABP News India@2047 Summit in Bharat Mandapam, hailed India's bold strides towards becoming a developed nation. Applauding the inspiring journeys of Drone Didis and Lakhpati Didis, he spotlighted key reforms, global trade pacts, and the transformative impact of DBT—underscoring his government's unwavering commitment to Nation First.

The insights from the QS World Future Skills Index are valuable as we move further on this journey towards prosperity and youth empowerment: PM

January 16th, 06:00 pm

The Prime Minister, Shri Narendra Modi has expressed his happiness as the QS World Future Skills Index ranks India 2nd for Digital Skills, ahead of Canada and Germany. This is heartening to see! Over the last decade, our Government has worked on strengthening our youth by equipping them with skills that enable them to become self-reliant and create wealth, Shri Modi remarked. Prime Minister Shri Modi stated that the insights from the QS World Future Skills Index are valuable as we move further on this journey towards prosperity and youth empowerment.

୭୫ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଶୁଭାରମ୍ଭ ଅବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 16th, 03:31 pm

୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଉନ୍ମୋଚନ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଜି ଦେଶ ପୁଣିଥରେ ଡିଜିଟାଲ ଇଣ୍ଡିଆର ସମ୍ଭାବନାକୁ ଦେଖୁଛି । ଆଜି ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି । ମୁଁ ଏହି ମିଶନ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ, ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ, ଆମ ଆରବିଆଇକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

October 16th, 10:57 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।

Eight years of BJP dedicated to welfare of poor, social security: PM Modi

May 21st, 02:29 pm

Prime Minister Narendra Modi today addressed the BJP National Office Bearers in Jaipur through video conferencing. PM Modi started his address by recognising the contribution of all members of the BJP, from Founders to Pathfinders and to the Karyakartas in strengthening the party.

ପ୍ରଧାନମନ୍ତ୍ରୀ ମୋଦୀ ଜୟପୁରରେ ବିଜେପି ଜାତୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି

May 20th, 10:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ବିଜେପିକୁ ମଜଭୁତ କରିବା ପାଇଁ ଦଳର ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ପାଥ୍ ଫାଇଣ୍ଡର ଏବଂ କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତ ସଦସ୍ୟଙ୍କ ଅବଦାନକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।

ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ବଜେଟ-୨୦୨୨ର ସକାରାତ୍ମକ ପ୍ରଭାବ ସମ୍ପର୍କୀତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 21st, 11:00 am

ପ୍ରଧାନମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ବଜେଟ-୨୦୨୨ର ସକାରାତ୍ମକ ପ୍ରଭାବ ସମ୍ପର୍କୀତ ୱେବିନାରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି । ଏଥିସହ ଯୋଡି ରହିଥିବା କେନ୍ଦ୍ର ମନ୍ତ୍ରୀଗଣ, ଶିକ୍ଷା, କୌଶଳ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଗବେଷଣା କ୍ଷେତ୍ରରେ ଅଂଶୀଦାର ଏଥିରେ ଉପସ୍ଥିତ ଥିଲେ । ବଜେଟ ଉପସ୍ଥାପନ ପୂର୍ବରୁ ଓ ପରେ ବିଭିନ୍ନ ଅଂଶୀଦାର ବା ତୃତୀୟପକ୍ଷ ସହ ଆଲୋଚନା ସଂକ୍ରାନ୍ତ ନୂତନ ଚଳଣି ପରିପ୍ରେକ୍ଷୀରେ ଏହି ୱେବିନାର ଆୟୋଜିତ ହୋଇଛି ।

ବାରଣାସୀରେ ବହୁମୁଖୀ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 15th, 11:01 am

ଦୀର୍ଘ ସମୟ ପରେ ଆପଣ ସମସ୍ତ ଲୋକମାନଙ୍କ ସହ ସିଧା ସଳଖ ସାକ୍ଷାତ କରିବାର ସୁଯୋଗ ମିଳିଛି। କାଶୀର ସମସ୍ତ ଲୋକଙ୍କୁ ପ୍ରଣାମ! ଆମ ସମସ୍ତ ଲୋକଙ୍କ ଦୁଃଖ ହରଣ କରୁଥିବା ବାବା ଭୋଳାନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ଚରଣରେ ମୁଁ ମୁଣ୍ଡ ନୂଆଁଇ ପ୍ରଣାମ କରୁଛି!

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ

July 15th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍‌.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ ।

ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

June 29th, 07:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ।