ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର ଦ୍ୱିତୀୟଙ୍କ ସମ୍ମାନାର୍ଥେ ସ୍ମାରକ ଡାକଟିକଟ ଉନ୍ମୋଚନକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
December 14th, 10:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଉପରାଷ୍ଟ୍ରପତି ଥିରୁ ସି.ପି. ରାଧାକ୍ରିଷ୍ଣନଙ୍କ ଦ୍ୱାରା ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର-୨ୟ (ସୁବର୍ଣ୍ଣ ମାରାନ)ଙ୍କ ସମ୍ମାନରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି।