ରାଜ୍ୟର ନାମ ପରିବର୍ତ୍ତନ କରି କେରଳମ୍ ରଖିବା ପାଇଁ କୃତଜ୍ଞତା ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଶିଷ୍ଟ ମାଲାୟାଲି ସାହିତ୍ୟିକ
February 27th, 07:34 pm
ବିଶିଷ୍ଟ ମାଲାୟାଲି ସାହିତ୍ୟିକଙ୍କ ଏକ ଗୋଷ୍ଠୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି କେରଳର ନାମ ପରିବର୍ତ୍ତନ କରି କେରଳମ୍ କରାଯାଇଥିବା ନେଇ କୃତଜ୍ଞତା ବ୍ୟକ୍ତ କରିଛନ୍ତି।