ଆସାମ ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇଏଲ୍ଏଫ୍) ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ
February 14th, 07:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ରୁଗଡ଼ରେ ଉତ୍ତର-ପୂର୍ବର ପ୍ରଥମ ଜରୁରୀ ଅବତରଣ ସୁବିଧା (ଇ. ଏଲ୍. ଏଫ୍.) କୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଉତ୍ତର-ପୂର୍ବାଞ୍ଚଳକୁ ଏକ ଜରୁରୀ ଅବତରଣ ସୁବିଧା ମିଳିଛି ଏବଂ ରଣନୈତିକ ଦୃଷ୍ଟିକୋଣରୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।Congress wants to push Assam back into instability and infiltration: PM Modi in Guwahati
February 14th, 03:00 pm
PM Modi addressed a massive public rally in Guwahati, where he said the recent Union Budget has further strengthened the vision of the BJP-NDA for the development of Assam and the North East. Calling the North East “Ashtalakshmi,” he said the region was ignored for decades by Congress but is now being served with dedication.PM Modi addresses a grand public rally in Guwahati, Assam
February 14th, 02:30 pm
PM Modi addressed a massive public rally in Guwahati, where he said the recent Union Budget has further strengthened the vision of the BJP-NDA for the development of Assam and the North East. Calling the North East “Ashtalakshmi,” he said the region was ignored for decades by Congress but is now being served with dedication.ଫେବୃଆରୀ ୧୪ ତାରିଖରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 13th, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୪ରେ ଆସାମ ଗସ୍ତ କରିବେ। ପ୍ରାୟ ପୂର୍ବାହ୍ନ ୧୦:୩୦ ସମୟରେ, ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ଇଏଲଏଫ୍)ରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ କରିବ। ସେଠାରେ ସେ ଯୁଦ୍ଧ ବିମାନ, ପରିବହନ ବିମାନ ଏବଂ ହେଲିକପ୍ଟର ଗୁଡିକର ଆକାଶ ମାର୍ଗରେ ପ୍ରଦର୍ଶନ କୌଶଳ ଦେଖିବେ। ପ୍ରାୟ ଗୋଟାଏ ସମୟରେ, ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ କୁମାର ଭାସ୍କର ବର୍ମା ସେତୁ ପରିଦର୍ଶନ କରିବେ। ଏହା ପରେ, ପ୍ରାୟ ୧:୩୦ ସମୟରେ, ସେ ଗୌହାଟୀର ଲଚିତ ଘାଟରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ କରିବେ।