ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 12:50 pm
ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।PM Modi launches multiple development projects worth around ₹1.06 lakh crore in Balotra, Rajasthan
July 04th, 12:30 pm
Addressing a public gathering in Balotra, Rajasthan, PM Modi highlighted Rajasthan's development journey, including the dedication of the Rajasthan Refinery, expansion of connectivity, water projects, renewable energy and employment initiatives. He also spoke about India's efforts to ensure energy security during the global crisis and reaffirmed the government's commitment to a self-reliant India.ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ୫.୦କୁ କ୍ୟାବିନେଟ ମଞ୍ଜୁରୀ
May 05th, 06:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ୫.୦କୁ ମଞ୍ଜୁରୀ ଦେଇଛି । ପଶ୍ଚିମ ଏସିଆ ସଙ୍କଟକୁ ଦୃଷ୍ଟିରେ ରଖି ଯେକୌଣସି ସ୍ୱଳ୍ପକାଳୀନ ଆର୍ଥିକ ଅଭାବକୁ ଭରଣା କରିବା ପାଇଁ ଯୋଗ୍ୟ ଋଣଗ୍ରହୀତାଙ୍କ ନିମନ୍ତେ ଅତିରିକ୍ତ ଋଣ ସୁବିଧା ଅଧୀନରେ ଡିଫଲ୍ଟ ପରିମାଣ ପାଇଁ ନେସନାଲ୍ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ଦ୍ୱାରା ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା (ଏମଏଲଆଇ)ଗୁଡ଼ିକୁ ଋଣ ଗ୍ୟାରେଣ୍ଟି ସୁରକ୍ଷା ପ୍ରଦାନ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଗ୍ୟାରେଣ୍ଟି ଫଳରେ ଏମଏସଏମଇ ପାଇଁ ୧୦୦% ଏବଂ ଅଣ-ଏମଏସଏମଇ ଏବଂ ବିମାନ କ୍ଷେତ୍ର ପାଇଁ ୯୦% ଋଣ ଯୋଗାଣ ସମ୍ଭବ ହୋଇପାରିବ ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଶ୍ରମ ମନ୍ତ୍ରୀମାନଙ୍କର ରାଷ୍ଟ୍ରୀୟ ଶ୍ରମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 25th, 04:31 pm
ଚଣ୍ଡିଗଡ଼ର ପ୍ରଶାସକ ଶ୍ରୀମାନ ବନୱାରୀ ଲାଲ ପୁରୋହିତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭୁପେନ୍ଦ୍ର ଯାଦବ ମହାଶୟ, ଶ୍ରୀ ରାମେଶ୍ୱର ତେଲୀ ମହାଶୟ, ସବୁ ରାଜ୍ୟର ଆଦରଣୀୟ ଶ୍ରମ ମନ୍ତ୍ରୀଗଣ, ଶ୍ରମ ସଚିବଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ସର୍ବପ୍ରଥମେ ମୁଁ ଭଗବାନ ତିରୁପତି ବାଲାଜୀଙ୍କ ଚରଣରେ ପ୍ରଣାମ ଜଣାଉଛି। ଯେଉଁ ପବିତ୍ର ସ୍ଥାନରେ ଆପଣମାନେ ସମସ୍ତେ ଉପସ୍ଥିତ ଅଛନ୍ତି, ତାହା ହେଉଛି ଭାରତର ଶ୍ରମ ଏବଂ ସାମର୍ଥ୍ୟର ସାକ୍ଷୀ। ମୋର ବିଶ୍ୱାସ ରହିଛି ଯେ, ଏହି କନଫରେନ୍ସ ସମ୍ମିଳନୀରୁ ବାହାରିଥିବା ବିଚାରଧାରା ଦେଶର ଶ୍ରମ- ସାମର୍ଥ୍ୟକୁ ସୁଦୃଢ଼ କରିବ। ମୁଁ ଆପଣ ସମସ୍ତଙ୍କୁ, ଆଉ ବିଶେଷ ରୂପେ ଶ୍ରମ ମନ୍ତ୍ରଣାଳୟକୁ ଏହି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି।ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କର ଜାତୀୟ ଶ୍ରମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 25th, 04:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଏବଂ ଶ୍ରୀ ରାମେଶ୍ୱର ଟେଲି ଏବଂ ରାଜ୍ୟ ଶ୍ରମ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।ଜୁନ ୩୦ତାରିଖ ଦିନ ଉଦ୍ୟମୀ ଭାରତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
June 28th, 07:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ, ୩୦, ୨୦୨୨ ପୂର୍ବାହ୍ନ ପ୍ରାୟ ସାଢେ ଦଶଟାବେଳେ, ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସାମର୍ଥ୍ୟ ବୃଦ୍ଧି (ଆରଏସଏମ୍ପି) ଯୋଜନା, ପ୍ରଥମ ଥର ନିମନ୍ତେ ଏମ୍ଏସ୍ଏମ୍ଇ ରପ୍ତାନୀକରୀଙ୍କ ସାମର୍ଥ୍ୟ ଗଠନ (ସିବିଏଫଟିଇ) ଯୋଜନା ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍ଇଜିପି)ର ନୂତନ ମୌଳିକ ନୀତିର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୨-୨୩ ପାଇଁ ପିଏମ୍ଇଜିପି ହିତାଧିକାରୀ ସହାୟତା ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବେ ଓ ୨୦୨୨ ଏମ୍ଏସ୍ଏମଇ ଆଇଡିଆ ହକାଥନର ଫଳାଫଳ ମଧ୍ୟ ଘୋଷଣା କରିବେ । ସେ ମଧ୍ୟ ୨୦୨୨ ଜାତୀୟ ଏମଏସଏମଇ ପୁରସ୍କାର ବିତରଣ କରିବା ସହ ଆତ୍ମନିର୍ଭର ଭାରତ ପାଣ୍ଠି ଅଧୀନରେ ୭୫ ଏମ୍ଏସ୍ଏମ୍ଇଙ୍କୁ ଡିଜିଟାଲ ଇକ୍ୟୁଟି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବେ ।Focus of Budget is on providing basic necessities to poor, middle class, youth: PM Modi
February 02nd, 11:01 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”PM Modi addresses at Aatmanirbhar Arthvyavastha programme via Video Conference
February 02nd, 11:00 am
Prime Minister Narendra Modi today addressed a conclave on Aatmanirbhar Arthvyavastha organized by the Bharatiya Janata Party. Addressing the gathering virtually, PM Modi said, “There is a possibility of a new world order post-COVID pandemic. Today, the world's perspective of looking at India has changed a lot. Now, the world wants to see a stronger India. With the world's changed perspective towards India, it is imperative for us to take the country forward at a rapid pace by strengthening our economy.”କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ) ଏବଂ ଜରୁରିକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)ର କର୍ପସ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି
June 30th, 06:57 pm
କୋଭିଡ-19ର ଦ୍ୱିତୀୟ ତରଙ୍ଗ ଦ୍ୱାରା ବିଭିନ୍ନ କ୍ଷେତ୍ର, ବିଶେଷ କରି ସ୍ଵାସ୍ଥ୍ୟ ସେବା କ୍ଷେତ୍ର ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ଏଲଜିଏସସିଏଏସ)କୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସ୍ଵାସ୍ଥ୍ୟ/ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ପୂର୍ବରୁ ଥିବା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ 50,000 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଗ୍ୟାରେଣ୍ଟି ସହିତ ପାଣ୍ଠି ଯୋଗାଣ କରାଯାଇପାରିବ।